Browsing Tag

lord vishnu

ସବୁ ଦିନ ଭଲରେ କଟୁ ବୋଲି ଚାହୁଁଥିଲେ ସକାଳୁ କରନ୍ତୁ ଏସବୁ କାମ, ଚମକିବ ଭାଗ୍ୟ

ଭଲରେ ଦିନଟି କଟିବା ପାଇଁ ଲୋକେ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାନ୍ତି। କିଏ ସକାଳୁ ଉଠି ପୂଜା ପାଠ କରେ ତ ଆଉ କିଏ ଧ୍ୟାନ। ସେହିପରି ଆଉ କିଛି ଲୋକ ସୂର୍ଯ୍ୟ ଦର୍ଶନ କରି ଦିନ ଆରମ୍ଭ କରିଥାନ୍ତି। କିନ୍ତୁ ବେଳେବେଳେ ଯାହା କଲେ ବି ଦିନଟି ଭଲରେ କଟେ ନାହିଁ ଓ ସାରା ଦିନ ବୋଝ ବୋଝ ଲାଗେ।…

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା ପରେ ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ନିଶ୍ଚିତ ରଖନ୍ତୁ ଧ୍ୟାନ

ହିନ୍ଦୁ ଧର୍ମରେ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ପୂଜା କରିବା ବେଶ ଖାସ୍ ହୋଇଥାଏ। କୁହାଯାଏ ଭଲ ମନରେ ପୂଜା କରୁଥିବା ସମସ୍ତ ଭକ୍ତଙ୍କ ସବୁ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି ଭଗବାନ ବିଷ୍ଣୁ। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ, ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ବିଧିବତ ପୂଜା କରିବା…

ଭଗବାନ ବିଷ୍ଣୁ ଓ ହନୁମାନଙ୍କ ପୂଜା କରିବା ପାଇଁ ମଙ୍ଗଳବାର ପଡ଼ୁଛି ଅଦ୍ଭୁତ ସଂଯୋଗ, ଏମିତି କରନ୍ତୁ ଆରାଧନା

ମାର୍ଚ୍ଚ ୯ ତାରିଖ ମଙ୍ଗଳବାର ଦିନ ଫାଲଗୁନ୍‌ କୃଷ୍ଣ ପକ୍ଷର ଏକାଦଶୀ ତିଥି ପଡ଼ୁଛି। ମଙ୍ଗଳବାର ଏକାଦଶୀ ପଡ଼ୁଥିବାରୁ ଏହି ଦିନର ମହତ୍ତ୍ୱ ଆହୁରି ବଢ଼ିଯାଉଛି। ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ସମର୍ପିତ ହୋଇଥିବା ବେଳେ ଏକାଦଶୀ ତିଥିରେ ବିଷ୍ଣୁଙ୍କୁ ପୂଜା କଲେ ବିଶେଷ ଫଳ ପ୍ରାପ୍ତି ହୋଇଥାଏ। କଠିନ…

ଆଜି କୁର୍ମ ଦ୍ବାଦଶୀ, ଏମିତି କରନ୍ତୁ ଭଗବାନ ବିଷ୍ଣୁ ପୂଜା, ପୂର୍ଣ୍ଣ ହେବ ସମସ୍ତ ମନୋବାଞ୍ଝା

ପୌଷ ମାସର ଶୁକ୍ଲ ପକ୍ଷର ଦ୍ୱାଦଶ ତିଥିରେ କୁର୍ମ ଦ୍ୱାଦଶୀ ପାଳନ କରାଯାଏ। ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଏହି ଦିନ ଭଗବାନ ବିଷ୍ଣୁଙ୍କ କୁର୍ମ ଅର୍ଥାତ୍ କଇଁଛ ଅବତାରକୁ ସମର୍ପିତ। ଏହି ଦିନ ଭଗବାନ ବିଷ୍ଣୁଙ୍କ କୁର୍ମ ଅବତାରକୁ ବିଧି ବିଧାନ ସହିତ ପୂଜା କଲେ ମନୋବାଞ୍ଝା ପୂର୍ଣ୍ଣ ହେବା…

ଜାଣନ୍ତୁ ଭଗବାନ ବିଷ୍ଣୁଙ୍କ ୧୬ତମ ହୟଗ୍ରୀବ ଅବତାର ବିଷୟରେ କିଛି ଅଜଣା କଥା

ଭଗବାନ ବିଷ୍ଣୁଙ୍କର ପ୍ରମୁଖ ରୂପେ ୨୪ ଟି ଅବତାର ରହିଛି। ଏହି ୨୪ଟି ଅବତାର ମଧ୍ୟରେ ଗୋଟିଏ ଅବତାର ହେଉଛି ହୟଗ୍ରୀବ ଅବତାର। ସମ୍ଭବତଃ ଏହା ଭଗବାନ ବିଷ୍ଣୁଙ୍କର ୧୬ତମ ଅବତାର। ତେବେ ଆସନ୍ତୁ ଜାଣିବା ନାରାୟଣଙ୍କର ଏହି ଅବତାର ବିଷୟରେ କିଛି ରୋଚକ ତଥ୍ୟ। ପୌରାଣିକ କଥା ଅନୁଯାୟୀ ଥରେ ମଧୁ…

ବିଷ୍ଣୁ ପୁରାଣ ଅନୁସାରେ ଭୁଲରେ ବି ବିକ୍ରି କରନ୍ତୁନି ଏହି ୫ଟି ଜିନିଷ, ହୋଇଥାଏ ମହାପାପ !

ଭଗବାନ ବିଷ୍ଣୁଙ୍କର ସମସ୍ତ ଅବତାର ସହ ସମ୍ବନ୍ଧିତ ଏକ ପୌରାଣିକ ଗ୍ରନ୍ଥ ହେଉଛି ବିଷ୍ଣୁ ପୁରାଣ, ଯେଉଁଥିରେ ଲେଖାଯାଇଥିବା କଥାଗୁଡ଼ିକ କଳିଯୁଗ ସମୟରେ ବହୁତ ଫଳପ୍ରଦ ହେଉଛି। ତେବେ ଏଥିରେ ବର୍ଣ୍ଣିତ କିଛି କଥାକୁ ଆମେ ପାଳନ କଲେ ଆମ ଜୀବନର ସମସ୍ତ ବିପତ୍ତି ଟଳିଯାଇଥାଏ। ଆଜି ଆମେ ଆପଣଙ୍କୁ…

ବୈକୁଣ୍ଠ ଚତୁର୍ଦ୍ଦଶୀ ଦିନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ ଭଗବାନ ଶଙ୍କର, ଜାଣନ୍ତୁ କ’ଣ ରହିଛି ମହତ୍ୱ

କାର୍ତ୍ତିକ ମାସର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ‘‘ବୈକୁଣ୍ଠ ଚତୁର୍ଦ୍ଦଶୀ’ପାଳନ କରାଯାଏ। ଚଳିତ ବର୍ଷ ଏହି ପର୍ବ ୨୯ ନଭେମ୍ବରରେ ପଡୁଛି। ଏହି ଦିନ ବୈକୁଣ୍ଠର ଅଧିପତି ଭଗବାନ ବିଷ୍ଣୁଙ୍କ ପୂଜା-ଆରାଧନା କରିବାର ବିଧାନ ରହିଛି। ଏହି ଦିନ ଭଗବାନ ଶଙ୍କର ଏବଂ ବିଷ୍ଣୁଙ୍କର ମିଳନକୁ ଦର୍ଶାଇଥାଏ।…

ଭଗବାନ ବିଷ୍ଣୁ ଏବଂ ଶଙ୍କରଙ୍କ ପ୍ରତୀକ ଅଳାଁ ବୃକ୍ଷ, ପୂଜା କରିବା ଦ୍ୱାରା ଦୂର ହୋଇଥାଏ ଦାରିଦ୍ର୍ୟ

ଅକ୍ଷୟ ନବମୀ କିମ୍ବା ଅଳାଁ ନବମୀକୁ ହିନ୍ଦୁ ସଂସ୍କୃତିରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପର୍ବ ମଧ୍ୟରୁ ଏକ ବୋଲି କୁହାଯାଇଥାଏ । ଏହି ଉତ୍ସବକୁ ହିନ୍ଦୁୁ କ୍ୟାଲେଣ୍ଡର ଅନୁଯାୟୀ କାର୍ତ୍ତିକ ମାସର ଶୁକ୍ଳପକ୍ଷ ନବମୀ ତିଥିରେ ପାଳନ କରଯାଇଥାଏ। କିନ୍ତୁ ଚଳିତ ବର୍ଷ ଏହି ପର୍ବ ୨୩ ନଭେମ୍ବରରେ ପାଳନ…

ଗୁରୁବାର ଦିନ ଏମିତି କରନ୍ତୁ ବୃହସ୍ପତିଙ୍କ ପୂଜା, ଦୂର ହେବ ସବୁ ଦୁଃଖ

ଗୁରୁବାର ଭଗବାନ ବୃହସ୍ପତିଙ୍କ ପୂଜା କରାଯାଏ। ଏହିଦିନ ମା’ ଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ଭଗବାନ ବିଷ୍ଣୁଙ୍କୁ ଏକାଠି ପୂଜା କରାଯାଏ। ଏହି ଦିନ ପୂଜା କରିବା ଦ୍ୱାରା ପରିବାରରେ ସୁଖ ଶାନ୍ତି ସମୃଦ୍ଧି ବଜାୟ ରହେ। ଶୀଘ୍ର ବିବାହ କରିବାକୁ ଚାହୁଁଥିବା ବ୍ୟକ୍ତି ମଧ୍ୟ ଗୁରୁବାର ବ୍ରତ କରିପାରିବେ।…

ଗରୁଡ ପୁରାଣରେ ବର୍ଣ୍ଣିତ ଥିବା ଏହିସବୁ କଥାକୁ ମାନି ଚଳନ୍ତୁ, ମିଳିବ ଜୀବନରେ ସଫଳତା

ହିନ୍ଦୁ ଧର୍ମରେ ସାମିଲ ରହିଥିବା ୧୮ଟି ପୁରାଣ ମଧ୍ୟରୁ ଗରୁଡ ପୁରାଣର ବିଶେଷ ମହତ୍ତ୍ୱ ରହିଛି।ଏହି ପୁରାଣର ଅଧିଷ୍ଠାତା ଦେବ ଭଗବାନ ବିଷ୍ଣୁ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ରୂପରେ ଭଗବାନ ବିଷ୍ଣୁଙ୍କୁ ସର୍ମପିତ ହୋଇଛି। ଏହି ପୁରାଣର ବିଶେଷତ୍ୱ ହେଉଛି ଏହା ଠିକ୍‌ କିମ୍ବା ଭୁଲ ସମସ୍ତ କର୍ମର ଫଳ…

ଭାରତ ନୁହେଁ ଏହି ଦେଶରେ ରହିଛି ବିଷ୍ଣୁଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତି, ଯାହାର ନିର୍ମାଣ ପାଇଁ ଲାଗିଥିଲା ୮୦୦ କୋଟି…

ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କୁ ପୃଥିବୀର ପାଳନକର୍ତ୍ତା ବୋଲି କୁହାଯାଏ । ଭାରତର ପ୍ରାୟ ପ୍ରତ୍ୟେକ କୋଣରେ ତାଙ୍କ ମନ୍ଦିର ଏବଂ ପ୍ରତିମା ଅଛି, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭଗବାନ ବିଷ୍ଣୁଙ୍କ ସର୍ବୋଚ୍ଚ ପ୍ରତିମୂର୍ତ୍ତି ଭାରତରେ ନାହିଁ। ବିଶ୍ୱର ସର୍ବୋଚ୍ଚ ମୂର୍ତ୍ତି…