୮୦୦ ପରିବାରର ଇଷ୍ଟଦେବୀଙ୍କ ଷୋଡ଼ଶ ପୂଜା, ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଉଛି ପରିବେଶ
ଗଞ୍ଜାମ: ଚାଲିଛି ୮୦୦ ପରିବାରର ଇଷ୍ଟଦେବୀଙ୍କ ଷୋଡ଼ଶ ପୂଜା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡାରେ ଥିବା ମା' ନାରାୟଣୀଙ୍କ ପୀଠରେ ଷୋଡସାତ୍ମକ ପୂଜା ପାଳିତ ହେଉଛି । ପ୍ରତ୍ୟେକ ଦିନ ବେଳା ପୂଜା, ହୋମ, ପୂଜା ହେଉଥିବା ବେଳେ ରାତିରେ ଚଣ୍ଡୀ ପାଠ ଏବଂ ହୋମ ହେଉଛି । ପ୍ରାୟ…