Browsing Tag

lost life

ହ୍ବାଟ୍ସଆପରେ ଷ୍ଟାଟସ୍ ଦେଇ ଜୀବନ ହାରିଲେ କଲେଜ୍ ଛାତ୍ରୀ, +୩ ଶେଷବର୍ଷ ବିଜ୍ଞାନରେ ପଢୁଥିଲେ

ଆନନ୍ଦପୁର : ହ୍ବାଟ୍ସଆପରେ ଷ୍ଟାଟସ୍ ଦେଇ ନିଜେ ରହୁଥିବା ମେସ୍ ରୁମରେ ବେକରେ ଓଡଣୀ ଲଗାଇ ଜୀବନ ହାରିଲେ କଲେଜ୍ ଛାତ୍ରୀ । ମୁଁ ଦୁଃଖିତ ଆଜି ମୋର ଶେଷ ଦିନ । ଆଉ କାହା ପାଇଁ ଆଜି ମୁଁ ଫସିଗଲି  । ମୋର ଭୁଲ ନଥାଇବି ମୁଁ ଦୋଷୀ ହୋଇଗଲି  । ସେଥିପାଇଁ ସମସ୍ତଙ୍କ ଠାରୁ ଦୁରକୁ ଚାଲି ଯାଉଛି ।…

କାର୍ଯ୍ୟରତ କନେଷ୍ଟବଳଙ୍କ ଆତ୍ମହତ୍ୟା, ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

କାକଟପୁର : ଅସ୍ତରଙ୍ଗ ସାମୁଦ୍ରିକ ଥାନାରେ କାର୍ଯ୍ୟରତ କନେଷ୍ଟବଳ ସନ୍ତୋଷ କୁମାର ସେଠୀଙ୍କ ଆତ୍ମହତ୍ୟା । ଗତକାଲି ରାତିରେ ନିଜ ପୈତୃକ ଘରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘର ଭିତରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବେକରେ ଶାଢ଼ୀ ବାନ୍ଧି ଫ୍ୟାନରେ ଝୁଲି ପଡ଼ିଥିଲେ । ସୂଚନା…

ମା’ ଗାଳିଦେବାରୁ ଜୀବନ ହାରିଲେ ନାବାଳକ

ରେଢାଖୋଲ : ମା’ ଗାଳିଦେବାରୁ ଜୀବନ ହାରିଲେ  ନାବାଳକ । ଗଛରେ ରଶି ଲଗେଇ ଜୀବନ ହାରିଲେ  ଷଷ୍ଠ ଶ୍ରେଣୀର ୧୩ ବର୍ଷର ବାଳକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରେଢାଖୋଲ ସହରର ଆମ୍ବେଦକର ନଗରରେ । କୌଣସି କାରଣରୁ ନାବାଳକଙ୍କୁ ତାଙ୍କ ମାଆ ଗାଳି ଦେଇଥିଲେ । ଗାଳି ସହିନପାରି ଘର ପାଖ…

ପ୍ରେମିକାର ଘର ଆଗରେ ପ୍ରେମିକର ଶବ ରଖି ପ୍ରତିବାଦ କଲେ ପରିବାର ଲୋକେ

ଦଶପଲ୍ଲା: ଦଶପଲ୍ଲା ଥାନା କୁଞ୍ଜବନଗଡ କନ୍ଦିସାହି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଅପମାନ ସହି ନ ପାରି ଜୀବନ ହାରିଲେ ଯୁବକ । ସୂଚନା ଅନୁସାରେ ଗ୍ରାମର ମନୋମୋହନ ମହାପାତ୍ରଙ୍କ ପୁଅ ଶୁଭମ ମହାପାତ୍ର ପ୍ରେମିକାଙ୍କୁ ଚିଠି ଦେଇ ଧରା ପଡ଼ିଥିଲେ । ପ୍ରେମିକ କମ୍ପ୍ୟୁଟର କ୍ଲାସ ଯାଇଥିବା…

ପରିବାର ଉଜାଡ଼ି ଦେଲା ଫାଇନାନ୍ସ କମ୍ପାନୀ, ନିର୍ଯାତନା ସହି ନପାରି ଜୀବନ ହାରିଲେ ଯୁବକ

ବାଙ୍ଗିରିପୋଷି : ପରିବାର ଉଜାଡ଼ି ଦେଲା ଫାଇନାନ୍ସ କମ୍ପାନୀ, ନିର୍ଯାତନା ସହି ନପାରି ଜୀବନ ହାରିଲେ ଯୁବକ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ନଡ଼ିଆଠଳ ଗାଁରେ । ୨୧ ବର୍ଷିୟ ଉମାକାନ୍ତ ପାତ୍ର ଫାଇନାନ୍ସ କମ୍ପାନୀର ନିର୍ଯାତନା ସହି ନପାରି ଜୀବନ ହାରିଛନ୍ତି ।…

ଲଜରେ ଜୀବନ ହାରିଲେ ଯୁବକ

ଝାରସୁଗୁଡା : ଆଜି ଝାରସୁଗୁଡା ସହରାଞ୍ଚଳର କଳ୍ପନା ଲଜ ଠାରେ ଜଣେ ଯୁବକ ଜଣକ ଜୀବନ ହାରିଥିବା ସୂଚନା ମିଳିଛି ।  ଝାରସୁଗୁଡା ସହରାଞ୍ଚଳର ଦୁର୍ଗା ମନ୍ଦିର ନିକଟରେ ଥିବା କଳ୍ପନା ଲଜର ରୁମ ନଂ ୧୦୭ରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଥିଲା। ସୂଚନାନୁସାରେ ଗତକାଲି ୮ଟା୩୦ରେ…