Browsing Tag

lost mobile

ନାଗରିକ ମାନଙ୍କ ପାଇଁ ଉପାୟ ସହ ସ୍ୱତନ୍ତ୍ର ବିଜ୍ଞପ୍ତି ଜାରି କଲା ଓଡିଶା ପୋଲିସ୍‌, ଜାଣନ୍ତୁ କେମିତି କରିବେ ଅଭିଯୋଗ

ଓଡିଶାବାସୀଙ୍କ ପାଇଁ ଖୁସି ଖବର । ଚୋରି ହୋଇଥିବା ଫୋନକୁ ଫେରି ପାଇବା ପାଇଁ ବିଜ୍ଞପ୍ତି ଜାରି କରିଛି ଓଡିଶା ପୋଲିସ । ଏବେ ମୋବାଇଲ ଚୋରି ହେଲେ କି ହଜିଗଲେ ଆଦୌ ବି ହେବେନି ବ୍ୟସ୍ତ । କାହିଁକିନା ଏହାକୁ କରିପାରିବେ ପୁନରୁଦ୍ଧାର । ଏଥିପାଇଁ ସରକାର ଆରମ୍ଭ କରିଛନ୍ତି ସିଇଆଇଆର ପୋର୍ଟାଲ ।…

FIR ସତ୍ତ୍ୱେ ଚୋରି ହୋଇଥିବା ଫୋନ ପୁଣି ଥରେ ମିଳିନଥାଏ କାହିଁକି, ଜାଣନ୍ତୁ

ଅନେକ ସମୟରେ ହଠାତ୍ ଆମର ମୋବାଇଲ ଚୋରି ହୋଇଥାଏ। ପରେ ତାହା ବିଷୟରେ ପୋଲିସରେ ଏଫଆଇଆର ଦେଲେ ମଧ୍ୟ ମୋବାଇଲ ମିଳିନଥାଏ। ଏପରିକି କି ସ୍ମାର୍ଟଫୋନକୁ ଟ୍ରାକ ମଧ୍ୟ କରାଯାଇ ପାରିନଥାଏ। ତେବେ ଆଜି ଆମେ ଏହା ପଛର କାରଣ ଆପଣଙ୍କୁ କହିବାକୁ ଯାଉଛୁ। ପୋଲିସ କାହିଁକି ଚୋରି ମୋବାଇଲକୁ ଟ୍ରାକ୍…