Odisha News
.
Browsing Tag

lost

ଦୀର୍ଘ ୨୦ ବର୍ଷ ପରେ ପରେ ଆମେରିକାରେ ମିଳିଲେ ଭାରତୀୟ ଯୁବକ

ଦୀର୍ଘ ଦିନର ବ୍ୟବଧାନ ପରେ ନିଜ ପୁଅକୁ ପାଇଲେ। ତଥାପି ତାକୁ ନିଜ ପାଖରେ ରଖିବାକୁ ଚାହୁଁନାହାନ୍ତି ଜନ୍ମ କଲା ମା ବାପା । ଶୁଣି ଆଶ୍ଚର୍ଯ୍ୟ ହେଉଛନ୍ତି  ନା । ହଁ ଏମିତି ହିଁ ଘଟିଛି ଚେନ୍ନାଇର ଏକ ଦମ୍ପତି ସହ । ଦୀର୍ଘ ୨୦ ବର୍ଷ ତଳେ ଅର୍ଥାତ ୧୯୯୯ ମସିହାରେ ନିଜ ଏକ ମାତ୍ର ପୁଅକୁ ହରାଇଥିଲେ…

ପରାଜୟ ନେଉଛି ପ୍ରଶଂସକଙ୍କ ପ୍ରାଣ, ବିଶ୍ବକପ୍ ଆଶା ମଉଳିବା ପରେ ଜୀବନ ହାରୁଛନ୍ତି ଲୋକ

ମଉଳି ଗଲା ବିଶ୍ବକପ୍ ଆଶା । ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ପରାସ୍ତ ହେଲା ଟିମ୍ ଇଣ୍ଡିଆ । ବିରାଟ ବାହିନୀର ଏହି ପରାଜୟ ପରେ ସଦମାରେ ପୁରା ଦେଶ । ତେବେ ଭାରତର ଏହି ପରାଜୟକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ପ୍ରଶଂସକ । ଆଉ ମର୍ମାହତ ହୋଇ କେହି ବିଷ ପିଉଛି ତ ଆଉ କିଏ ହାର୍ଟ ଆଟାକାର…

ମାନବିକତା ଆଗରେ ହାର ମାନିଲା ଲୋଭ, ମୁସଲିମ ମହିଳାଙ୍କ ହଜିଥିବା ସୁନା ଓ ଟଙ୍କା ଭର୍ତ୍ତି ଭ୍ୟାନିଟ ପାଇ ଫେରାଇଲେ…

ଯାଜପୁର : ଅନେକ ସମୟରେ ଦେଖାଯାଏ ଯେ, କିଛି ଲୋକ ଲୋଭର ବଶବର୍ତ୍ତି ହୋଇ ମାନବିକତାକୁ ମାରିଦିଅନ୍ତି । ନିଜର ନ୍ୟସ୍ତ ସ୍ୱାର୍ଥ ପାଇଁ ଅନ୍ୟର ତଣ୍ଟି ଚିପିବାକୁ ମଧ୍ୟ ପଛାନ୍ତି ନାହିଁ । ହେଲେ ଆଜି ବି ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜ ମାନବିକତାକୁ ସର୍ବଶ୍ରେଷ୍ଠ ସମ୍ପତ୍ତି ଭାବି …

ଶୁଖୁନି ମାଆ ଆଖିରୁ ଲୁହ : ତିନି ଦିନ ହେଲା ଦୁଇ ପୁଅ ନିଖୋଜ

କଟକ : ତିନି ଦିନ ହେବ ଦୁଇ ପୁଅ ନିଖୋଜ । ପୁଅର ଫେରିବା ବାଟକୁ ଚାହିଁ ଚାହିଁ ମାଆ ଆଖିରୁ ଲୁହ ଶୁଖୁନି । ଘଟଣା ଘଟିଛି କଟକ ନିଆଳି ଥାନା ଗୁହାଳକୂଳ ଗାଁରେ । ଗତ ୧ ତାରିଖରୁ ଗାଁର ଶିବ ପ୍ରସାଦ ଜେନାଙ୍କ ଦୁଇ ପୁଅ ନିଖୋଜ ହୋଇଯାଇଛନ୍ତି । ସ୍କୁଲରୁ ଆସି ଖେଳିବାକୁ ଯାଇଥିଲେ, ହେଲେ ଘରକୁ…