Browsing Tag

love bird suicide

ଶିଖର ଚଣ୍ଡୀ ବସ୍ତିରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର

ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଶିଖର ଚଣ୍ଡୀ ବସ୍ତିରୁ ଉଦ୍ଧାର ହୋଇଛି ମୃତଦେହ । ଫ୍ୟାନରେ ଝୁଲି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ । ମୃତକ ହେଲେ କଳା ରାହାଙ୍ଗର ପିଣ୍ଟୁ ଜେନା ଓ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ଶୁଭସ୍ମିତା ନାୟକ। ଦୁହେଁ କ୍ଲଷ୍ଟର-୩ରେ ଭଡ଼ା ଘରେ…

ଯାଜପୁର ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣାର ଭିନ୍ନ ମୋଡ: ପିଣ୍ଟୁ ଭାଇ କହିଁକି କରୁଥିଲେ ବ୍ଲାକ ମେଲ?

ଯାଜପୁର(କେନ୍ୟୁଜ୍):  ପ୍ରେମୀ ଯୁଗଳ ଆତ୍ମହତ୍ୟା ଘଟଣା ନେଲା ନୂଆ ମୋଡ । ଆତ୍ମହତ୍ୟା ପଛରେ ରହିଛି ତ୍ରିକୋଣୀୟ ପ୍ରେମ କାହାଣୀ । ଆତ୍ମହତ୍ୟା କରିବା ପୂର୍ବରୁ ପ୍ରେମୀଯୁଗଳ ଛାଡି ଯାଇଛନ୍ତି ସବୁ ପ୍ରମାଣ । ଆତ୍ମହତ୍ୟା ପଛରେ ପ୍ରଦୀପ ଦାସ ଓରପଂ ପିଣ୍ଟୁ ଦାୟୀ ଥିବା ଅଡିଓ ରେକର୍ଡ ଏବେ…

ଗଜପତି: ଘର ଭିତରୁ ପ୍ରେମୀ ଯୁଗଳଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ଘଟଣାରେ ଖୋଳତାଡ ଜାରି

କେନ୍ୟୁଜ୍(ବ୍ୟୁରୋ):  ପ୍ରେମୀ ଯୁଗଳଙ୍କ ସନ୍ଦେହଜନକ ମୃତ୍ୟୁ । ଗଜପତି ଜିଲ୍ଲାରେ ଘର ଭିତରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ଘଟଣାରେ ଖୋଳତାଡ ଜାରି । ଗୁରାଣ୍ଡି ଥାନା ଆରିବା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ଶିବାଲ ଡିଲେଶ୍ୱରୀ ଓ ଟାଲୁରୁ ଶ୍ରୀନୁ । ଦୀର୍ଘ ଦିନ ହେବ…

ବାଲିଆପାଳ ଡଗରା ବେଳାଭୂମି ନିକଟ ଝାଉଂ ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲାନ୍ତ ମୃତ ଦେହ ଉଦ୍ଧାର, ସମ୍ପର୍କରେ ସେମାନେ…

ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମି ନିକଟରେ ଥିବା ଝାଉଂ ଜଙ୍ଗଲ ରେ ପ୍ରେମୀ ଯୁଗଳଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ।  ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଡଗରା ବେଳାଭୂମି ନିକଟରେ ଥିବା ଝାଉଂ ଜଙ୍ଗଲକୁ କିଛି ଲୋକ ଗାଇ…

ଗଛରୁ ମିଳିଲା ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଜୟପୁର (କେନ୍ୟୁଜ୍) : ଝୁଲିପଡିଲେ ପ୍ରେମୀଯୁଗଳ। ଜୟପୁର ବୋରିଗୁମ୍ମା କୁଦୁରାରାଗୁଡ଼ା ଅଞ୍ଚଳରେ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ବୋରିଗୁମ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…