Browsing Tag

love case

ପ୍ରେମ, ପ୍ରେମିକା, ପ୍ରେମିକକୁ ନେଇ ପ୍ରତିଦିନ ଘଟୁଛି ଅଘଟଣ: ସତର୍କ ରୁହ ଜୀବନ ବଞ୍ଚାଅ

କଟକ: କଥାରେ ଅଛି, ପ୍ରେମ ମାନେନା ବନ୍ଧବାଡ଼। ପ୍ରେମରେ ଲୋକେ ସବୁ ସୀମା ପାର୍‌ କରି ଦିଅନ୍ତି। କିନ୍ତୁ କିଛି କାହାଣୀ ଏପରି ହୋଇଥାଏ ଯାହାକୁ ଶୁଣି ଆପଣ ପ୍ରେମ କରିବାକୁ ଭୟ କରିବେ । ପ୍ରେମ, ପ୍ରେମିକା , ପ୍ରେମିକ ଏହାକୁ ନେଇ ପ୍ରତିଦିନ ଘଟୁଛି କିଛି ନା ଘଟଣା । ଯାହାକୁ ଶୁଣି ଶୁଣି ସମାଜରେ…

ବାହାବେଦୀରେ ପ୍ରେମିକାର ଧାରଣା, ବିବାହ ରୋକିବାକୁ ଥାନାରେ ଦ୍ୱାରସ୍ଥ ହେଲେ ଯୁବତୀ

ପିପିଲି (କେନ୍ୟୁଜ): ବାହାବେଦୀରେ ପ୍ରେମିକାର ଧାରଣା । ବିବାହ ରୋକିବାକୁ ଥାନାରେ ହେଲେ ଦ୍ୱାରସ୍ଥ । ନିମାପଡା ବ୍ଲକ ବଳଙ୍ଗା ଥାନା ତୋଟା ସାହିରେ ଅଭାବନୀୟ ଘଟଣା । ବାହା ବେଦି ଉପରେ ଅନଶନରେ ବସିଲେ ମହିଳା । ପୁରୀ ଅଂଚଳରୁ ଜଣେ ଯୁବତୀ ବାହା ହେବାକୁ ଥିବା ଯୁବକଙ୍କ ଘର ବେଦି ଉପରେ ଧାରଣାରେ…

ପ୍ରେମକୁ ନେଇ ଯୋଡ଼ା ଥାନାରେ ହାଇଡ୍ରାମା, ପ୍ରେମିକ ଦେଇ ପାରିଲାନି ମାଟ୍ରିକ୍‌ ପରୀକ୍ଷା

ଯୋଡ଼ା (କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନାରେ ଆଜି ହାଇଡ୍ରାମା ଦେଖିବା ପାଇଁ ମିଳିଛି। ଛତିଶଗଡରୁ ଫେରାର ହୋଇ ଯାଇଥିବା ପ୍ରେମିକାକୁ ଧରିବା ପାଇଁ ଯୋଡ଼ାରେ ପହଞ୍ଚିଥିଲା ସେଠାକାର ପୋଲିସ୍‌ । ପରେ ଥାନା ପରିସରରେ ଯାହା ଘଟିଲା ସେଥିରେ ବେଶ୍‌ ହଇରାଣ ହୋଇଛି ଛତିଶଗଡ଼ ପୋଲିସ୍‌ ।…

ପ୍ରେମ ହେଲା କାଳ: ପୁଅକୁ ଅତି ନିର୍ଦ୍ଦୟ ଭାବେ ହତ୍ୟାକରି ଦିଆଯାଇଛି ଆତ୍ମହତ୍ୟାର ରୂପ, କାନ୍ଦି କାନ୍ଦି ସାମ୍ବାଦିକ…

ଚାନ୍ଦବାଲି: ନିଜ ପ୍ରେମିକା କେବେ ମୃତ୍ୟୁର କାରଣ ସାଜିବ ବୋଲି କେବେ କଳ୍ପନା ବି କରି ନଥିବେ କୌଣସି ବି ପ୍ରେମିକ । ଚାନ୍ଦବାଲି ଥାନା ମତୋ ପାଟଣାସାହି ଗାଁର ଜଣେ ଯୁବକଙ୍କୁ ତାଙ୍କ ପ୍ରେମିକା ଘର ଲୋକେ ହତ୍ୟା କରିଥିବାର ଅଭିଯୋଗ କରିଛନ୍ତି ମୃତ ଯୁବକଙ୍କ ମାଆ । ନିଜ ୨୩ ବର୍ଷର ଭେଣ୍ଡିଆ…

ସ୍ୱାମୀଙ୍କ ଅବୈଧ ସମ୍ପର୍କକୁ ସହିପାରିଲେନି ପତ୍ନୀ, ପ୍ରେମିକା ଏବଂ ତାଙ୍କ ପୁଅକୁ ଜାଳିଦେଲେ ଜିଅନ୍ତା

ଜୟପୁର ; ପତ୍ନୀ ଥାଉ ଥାଉ ସ୍ୱାମୀ ଆଉ ସହିତ ସମ୍ପର୍କ ରଖିବା କଥା ଦୁନିଆରେ କୌଣସି ମହିଳା ସହିପାରେ ନାହିଁ । ନିଜର ସମ୍ପର୍କକୁ ବଞ୍ଚାଇବାକୁ ଯାଇ ଜଣେ ମହିଳା ଡାକ୍ତର କଲେ ଏପରି କାଣ୍ଡ ଯାହା ବିଷୟରେ ଶୁଣିଲେ ଆପଣ ହତବାକ ହୋଇଯିବେ। ନିଜ ସ୍ୱାମୀଙ୍କୁ ଅବୈଧ ସମ୍ପର୍କରୁ ବଞ୍ଚାଇବା ପାଇଁ ମହିଳା…