Browsing Tag

love jihad

ଲଭ ଜେହାଦ ମାମଲାରେ ପ୍ରଥମ ରାୟ : ଧର୍ମ ଲୁଚାଇ ନା ବାଳିକାକୁ କରିବାକୁ ଚାହୁଁଥିଲେ ବିବାହ, ମୁସଲମାନ ଯୁବକକୁ ୫ ବର୍ଷ…

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ଲଭ ଜିହାଦ ସମ୍ପର୍କିତ ଏକ ମାମଲାରେ କୋର୍ଟ ଜଣେ ମୁସଲମାନ ଯୁବକଙ୍କୁ ୫ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି । ଏଥିସହ କୋର୍ଟ ଅଭିଯୁକ୍ତକୁ ୪୦ ହଜାର ଟଙ୍କା ଜରିମାନା ମଧ୍ୟ ଦେବାକୁ ରାୟରେ କହିଛନ୍ତି । ପ୍ରକାଶ ଯେ, ଅମରୋହା ହସନପୁର ଥାନା ଅଂଚଳରେ ଜଣେ ମୁସଲମାନ ଯୁବକ…

ଲଭ୍‌ ଜିହାଦ! ଦୁଇଟି ସ୍ତ୍ରୀରେ ଭରିଲାନି ମନ, ଆଉ ଜଣେ ଝିଅକୁ ପ୍ରେମ ଜାଲରେ ଫସାଇ ବର୍ଷେ ହେଲା କରୁଥିଲା ଶୋଷଣ

ଦୁଇ ଦୁଇଟି ସ୍ତ୍ରୀ ଥିଲେ ବି ମନ ଭରିଲାନି। ଆଉ ଏକ କମ୍‌ ବୟସର ଝିଅକୁ ପ୍ରେମ ଜାଲରେ ଫସାଇ ରଖିଥିଲା ଓ ବିବାହର ପ୍ରଲୋଭନ ଦେଖାଇ ବର୍ଷେ ହେଲାଣି କରିଆସୁଥିଲା ଶାରୀରିକ ଶୋଷଣ। ଜଣେ ମୁସ୍‌ଲିମ୍‌ ଯୁବକ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଛତିଶଗଡ଼ର ୨୧ ବର୍ଷୀୟା ଯୁବତୀ। ଅଭିଯୋଗ…

ଲଭ ଜିହାଦ ମାମଲା: ଓଡ଼ିଶା, ଜମ୍ମୁକାଶ୍ମୀର ଓ ଚଣ୍ଡିଗଡ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ବ୍ରହ୍ମପୁର(କେନ୍ଯୁଜ୍): ଲଭ ଜିହାଦ ମାମଲାରେ ଓଡ଼ିଶା, ଜମ୍ମୁକାଶ୍ମୀର ଓ ଚଣ୍ଡିଗଡ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ । ଲଭ ଜିହାଦରେ ସେମାନଙ୍କ ଝିଅର ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବ୍ରହ୍ମପୁରର ବାପା-ମା’ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି । ଜଷ୍ଟିସ ୟୁୟୁ ଲଳିତ, ଜଷ୍ଟିସ ଅଜୟ…

ଲଭ୍‌ ଜିହାଦ୍‌: ଏବେ ମିଛ କହି ଧର୍ମ ପରିବର୍ତ୍ତନ କଲେ ହେବ ୧୦ ବର୍ଷ ଜେଲ ସହ ୨୫,୦୦୦ ଜରିମାନା

ଲଭ୍‌ ଜିହାଦ୍‌ ବିରୋଧରେ ଆଇନ୍‌ ଆଣିବାକୁ ଉତ୍ତର ପ୍ରଦେଶ ସରକାର ମଙ୍ଗଳବାର ଚୂଡ଼ାନ୍ତ ମଞ୍ଜୁରୀ ଦେବା ସହ ଅଧ୍ୟାଦେଶ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଅବୈଧ ଧର୍ମାନ୍ତରଣ ଆଇନ୍‌ ‘ଉତ୍ତର ପ୍ରଦେଶ ବିଧି ବିରୁଦ୍ଧ ଧର୍ମ…

ଏହି ରାଜ୍ଯ ସରକାରଙ୍କ ନୂଆ ସ୍କିମ୍, ଅନ୍ଯ ଧର୍ମରେ ବିବାହ କଲେ ମିଳିବ ୫୦ ହଜାର ଟଙ୍କା

ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ହରିୟାଣା ଭଳି ବିଜେପି ଶାସିତ ରାଜ୍ୟ ଲଭ୍ ଜିହାଦ ବିରୋଧରେ କଠୋର ଆଇନ ପ୍ରଣୟନ କରିବାରେ ବ୍ୟସ୍ତ ରହିଛି । ହେଲେ ଏପଟେ ଉତ୍ତରାଖଣ୍ଡରେ ବିଜେପି ସରକାର ଅନ୍ୟ ଧର୍ମ ଓ ଜାତିରେ ବିବାହ କରୁଥିବା ଦମ୍ପତିଙ୍କୁ ପ୍ରୋତ୍ସାହନ ରାଶି ରୂପେ ୫୦ ହଜାର ଟଙ୍କା ଦେଉଛନ୍ତି।…

ଭାରତରେ ବଢ଼ୁଛି ଲଭ୍‌ ଜିହାଦ ମାମଲା : କାନପୁରରେ ଗୋଟିଏ ମାସରେ ୧୧ ମାମଲା, ତଦନ୍ତ ପାଇଁ ଗଠନ ହେଲା ଟିମ୍‌

କାନପୁର : ଦେଶରେ ଏବେ ପାକିସ୍ତାନ ପକ୍ଷରୁ ବିଭିନ୍ନ ପ୍ରକାର ଜିହାଦ କାର୍ଯ୍ୟକ୍ରମ ଜାରି ରହିଛି । ଏବେ ପାକିସ୍ତାନ ପ୍ରାୟୋଜିତ ‘ଲଭ୍‌ ଜିହାଦ’ କାର୍ଯ୍ୟକ୍ରମ ଜାରି ରହିଛି ଭାରତରେ । କେବଳ ଗୋଟିଏ ମାସରେ କାନପୁରରେ ୧୧ଟି ଲଭ୍‌ ଜିହାଦ ମାମଲା ଜଣାପଡ଼ିବା ପରେ ଉତ୍ତରପ୍ରଦେଶ ପୋଲିସ ସ୍ୱତନ୍ତ୍ର…

ହିନ୍ଦୁ ବୋଲି କହି ସମ୍ପର୍କରେ ରହିଥିଲେ ଦୀର୍ଘ ୫ବର୍ଷ, ପରିଚୟ ଜଣାପଡିବା ପରେ ମା’ ଓ ଝିଅକୁ ମାରି ପୋତି ଦେଲେ ପ୍ରେମିକ

'ଲଭ୍ ଜିହାଦ୍' ମାମଲାରେ ଉତ୍ତରପ୍ରଦେଶର ମେରଠରେ ମା-ଝିଅଙ୍କୁ ହତ୍ଯା କରିବା ପରେ ଘରେ ପୋତି ଦେଇଛନ୍ତି ମହିଳାଙ୍କ ପ୍ରେମିକ। ମହିଳାଙ୍କ ବନ୍ଧୁ ଚଞ୍ଚଲ ସ୍ଥାନୀୟ ପୋଲିସ ଷ୍ଟେସନରେ ନିଖୋଜ ଅଭିଯୋଗ ଦାଖଲ କରିବା ପରେ ଏହି ଭୟଙ୍କର ଘଟଣା ସାମ୍ନାକୁ ଆସିଥିଲା। ତିନି ମାସରୁ ଅଧିକ ସମୟ ଧରି ତାଙ୍କ…