ଛଳନାକାରୀ ବନ୍ଧୁଙ୍କ ସହ ଭୂଲରେ ବି ସେୟାର କରନ୍ତୁ ନାହିଁ ନିଜର ପ୍ରେମ ସମ୍ପର୍କରେ, ବର୍ବାଦୀ ଛଡ଼ା କିଛି ମିଳିବ ନାହିଁ
ବନ୍ଧୁ ଆମ ଜୀବନରେ ଏକ ଆଶୀର୍ବାଦ ସ୍ୱରୂପ ହୋଇଥାନ୍ତି । ଯେ କି ସବୁ ଅସୁବିଧା ସମୟରେ ସାଙ୍ଗରେ ଛିଡ଼ା ହୋଇଥାନ୍ତି । ଜୀବନରେ ଭଲ ବନ୍ଧୁ ପାଇବା ବରଦାନ ଠାରୁ କମ ନୁହେଁ । ହେଲେ ବେଳେ ବେଳେ ଆମେ ଭଲ ବନ୍ଧୁ ଓ ଖରାପଙ୍କୁ ଚିହ୍ନି ପାରିନଥାଉ । ଛଳନାକାରୀ ବନ୍ଧୁଙ୍କୁ ଆମର ଶୁଭ ଚିନ୍ତକ ବୋଲି…