Browsing Tag

love sex and dhokha

ଲଭ-ସେକ୍ସ-ବିବାହ ଆଉ ତାପରେ ଧୋକା, ୨୦ ଲକ୍ଷ ଟଙ୍କା ଯୌତୁକ ଦାବି କଲେ ଶାଶୁ ଘର ଲୋକେ

ଭୁବନେଶ୍ୱର (କେନ୍ୟୁଜ): ଲଭ-ସେକ୍ସ-ବିବାହ ଆଉ ତାପରେ ଧୋକା । ସ୍ୱାମୀ ନାରେ ପ୍ରତାରଣା ଅଭିଯୋଗ ଆଣିଲେ ପତ୍ନୀ । ରାଜଧାନୀର ଏହି ଘଟଣା ଏବେ ନିଦ ଭାଙ୍ଗିଦବ ସବୁ ଅନ୍ଧ ପ୍ରେମୀ ମାନଙ୍କର । ଯେଉଁମାନେ ପ୍ରେମରେ ଅନ୍ଧ ହୋଇ ନେଇଥାନ୍ତି ଭୁଲ୍ ପଦକ୍ଷପ । ନିଜ ଜନ୍ମକଲା ବାପା ମାଙ୍କୁ ପର କରି…

ବିବାହ ପାଇଁ କହିବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ, ୭ବର୍ଷ ଧରି ଥିଲା ପ୍ରେମ ସମ୍ପର୍କ

କେନ୍ୟୁଜ୍(ବ୍ୟୁରୋ):୭ ବର୍ଷର ପ୍ରେମ ସମ୍ପର୍କ । ବିବାହ ପାଇଁ କହିବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ସୁଜନାପାଳ ଗାଁର ଜଣେ ଯୁବତୀଙ୍କ ସହ କାଠକଟାର ବସନ୍ତ ମହାନ୍ତଙ୍କର ୭ବର୍ଷ ଧରି ପ୍ରେମ…

ବିବାହ ପ୍ରତିଶ୍ରୁତି ଦେଇ ଧୋକା ଦେଲେ ଯୁବକ, ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ମହିଳା

ଆନନ୍ଦପୁର(କେନ୍ୟୁଜ୍): ବିବାହ ପ୍ରତିଶ୍ରୁତି ଦେଇ ଧୋକା ଦେଲେ ଯୁବକ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ମହିଳା । ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନାରେ ଜଣେ ମହିଳା ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସମ୍ପୃକ୍ତ…

ପ୍ରେମ ଓ ବିବାହ ପ୍ରତିଶ୍ରୁତି ପରେ ପ୍ରତାରଣା, ପ୍ରେମିକକୁ ପୋଲିସ୍‌ ହାତରେ ବନ୍ଧାଇଲା ପ୍ରେମିକା

ଭୁବନେଶ୍ୱର (କେନ୍ୟୁଜ୍‌) : ପୁଣି ରିପିଟ୍‌ ହେଉଛି ଲଭ ସେକ୍ସ ଧୋକାର କାହାଣୀ । ଏଇ ରାଜଧାନୀ ଭୁବନେଶ୍ୱରରେ । ପ୍ରେମରୁ ଆରମ୍ଭ ହୋଇଥିଲା ମିଠା ସଂପର୍କ ଆଉ ଧୋକାରେ ଏଣ୍ଡ ହେଲେ ଲଭ ଷ୍ଟୋରୀ । ପ୍ରେମ ପରେ ପ୍ରତାରଣା ଅଭିଯୋଗରେ ବନ୍ଧା ହେଲା କ୍ୟାପିଟାଲ ହସ୍ପିଟାଲ ଡାଟା ଏଣ୍ଟ୍ରି ଅପରେଟଟର ।…