ସ୍ତ୍ରୀର ସବୁ ସମ୍ପତ୍ତି ନେଇ ସ୍ୱାମୀ ଫେରାର, ପିଲାକୁ ଧରି ଥାନା ଦୁଆରେ ମହିଳା
ଭଦ୍ରକ : ଅନେକ ସୁନେଲି ସ୍ଵପ୍ନ ଦେଖାଇଥିଲେ । ଅନେକ ଆଶା ଦେଖାଇ ପ୍ରେମିକାରୁ ସ୍ତ୍ରୀ କରିଥିଲେ । ଘର ସଂସାର କରି ସାରା ଜୀବନ ସ୍ତ୍ରୀ ସହିତ ଖୁସିରେ ବିତାଇବେ ବୋଲି ପ୍ରତିଶୃତି ଦେଇଥିଲେ । ହେଲେ ସ୍ଵପ୍ନ ଅଧାରୁ ଅଟକିଗଲା । ସ୍ତ୍ରୀକୁ ଅଧାବାଟରେ ଧୋକା ଦେଇଛି ସ୍ଵାମୀ ।
କଥାରେ ଅଛି,…