Browsing Tag

love story

ନିଆରା ପ୍ରେମ କାହାଣୀ: ହ୍ୱିଲ ଚେୟାରରେ ପ୍ରେମିକ ତଥାପି ବଦଳିଲାନି ପ୍ରେମିକା, ସାରା ଜୀବନ ପାଇଁ ଧରିଲା ହାତ

ସୋର(କେନ୍ୟୁଜ): ହାତରେ ମେହେନ୍ଦି ପାଦରେ ଅଳତା ଲଗାଇ ବଧୂ ସାଜିଛି ପ୍ରେମିକା । ସେ ଜାଣିନି ସେ ଦେଖିଥିବା ଅସୁମାରୀ ସ୍ୱପ୍ନ ପୂରଣ ହେବ କି ନାହିଁ । ତଥାପି ମନର ବିଶ୍ଵାସ ତାର ଆକାଶ ଛୁଇଁଛି । ସେ ଜାଣିଛି ବାଛି ନେଇଥିବା ଏଇ ଜୀବନ ପଥ ଏତେ ସହଜ ନୁହେଁ ତା ପାଇଁ ତଥାପି ସାହାସର ସହ ଆଗେଇ…

କୋଟିଏ ଟଙ୍କା ଖର୍ଚ୍ଚ କରି ଝିଅ ହୋଇଥିଲା ଦୀପ, ବିବାହ ପାଇଁ ପ୍ରେମିକ ବୈଭବ ମନା କରିବାରୁ ନିଆଁ ଲଗାଇଦେଲା ଦୀପ

କାନପୁର ଚକେରୀ ଅଞ୍ଚଳରେ ଅନୁପ ଶୁକ୍ଲା ନାମକ ବ୍ୟକ୍ତିଙ୍କ ଘରେ ପାର୍କିଂ ହୋଇଥିବା କାରରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ ଦୁଇଜଣ ଯୁବକ । ଏହି ମାମଲାରେ ପୋଲିସ ଇନ୍ଦୋରରେ ରହୁଥିବା ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି । ତେବେ ନିଆଁ ଲଗାଇବାର କାରଣ ପୋଲିସ ଦୁଇ ଯୁବକଙ୍କ ଲଭଷ୍ଟୋରୀ ରହିଛି ।…

ଇନଷ୍ଟାଗ୍ରାମରେ ଆରମ୍ଭ ଝାଡ଼ଖଣ୍ଡରେ ଶେଷ, ଏ ହେଉଛି ଶାଦାବ ଓ ବାରବରାଙ୍କ ପ୍ରେମ କାହାଣୀ

ପ୍ରେମ ଏମିତି ଏକ ଅନୁଭବ ଯାହା ଜଣକୁ ସାତ ଦରିଆ ମଧ୍ୟ ପାର କରାଇପାରେ। ତାହାର ଏକ ବଡ଼ ଉଦାହରଣ ଆଜି ଆମେ ଦେଖିବାକୁ ପାଇଛୁ। ପୋଲାଣ୍ଡରୁ ସିଧା ଚାଲି ଆସିଲେ ଭାରତ। କେବଳ ନିଜ ମନର ମଣିଷକୁ ଦେଖା କରିବା ପାଇଁ। ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିବା ଏହି ଭଲ ପାଇବା ଏବେ ସବୁଠି ଚର୍ଚ୍ଚା ଧରିଛି।…

ସମୁଦ୍ର ବୁଲିବାକୁ ଯାଇଥିଲେ ଯୁବତୀ, ତ ମତ୍ସ୍ୟଜୀବୀଙ୍କୁ ଭଲପାଇ ବସିଥିଲେ…ଏବେ ୨୩ ବର୍ଷ ପରେ ପୁଣିଥରେ ହେଲା ଭେଟ

ପ୍ରେମର କୌଣସି ସୀମା ନ ଥାଏ। ପ୍ରେମ କରୁଥିବା ଲୋକଙ୍କର ଏଭଳି ଅନେକ କାହାଣୀ ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ କେହି ବିଶ୍ୱାସ କରି ପାରନ୍ତିନି। ଏମିତି ହିଁ ସ୍ୱିଡେନର ଜଣେ ଯୁବତୀ କିଛି ବର୍ଷ ପୂର୍ବେ ଥାଇଲାଣ୍ଡ ବୁଲିବାକୁ ଯାଇଥିଲେ ଏବଂ ସେଠାରେ ଥିବା ଫିଫି ଆଇଲାଣ୍ଡରେ ଜଣେ ମତ୍ସ୍ୟଜୀବୀ…

ନିଜ ଝିଅର ଘର ଉଜାଡି ଦେଲା ମା’, ହାଟରେ ପଡି ଦାଣ୍ଡରେ ଗଡୁଛି ଶାଶୁ ଜ୍ୱାଇଁଙ୍କ ପ୍ରେମ ସମ୍ପର୍କ

ରାଜସ୍ଥାନ ବାଡମେର ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି  । ଜଣେ ମା' ନିଜ ଝିଅର ଘର ଉଜାଡି ଦେଇଛନ୍ତି  । ଆଶ୍ଚର୍ଯ୍ୟ ହେବେ ନିଜ ଝିଅର ସ୍ୱାମୀକୁ ନେଇ ଭାଗୀ ଯାଇଛନ୍ତି ଶାଶୁ  । ଶାଶୁ ଓ ଜ୍ୱାଇଁଙ୍କ ମଧ୍ୟରେ ଦୀର୍ଘ ଏକ ବର୍ଷ ଧରି ଅବୈଧ ସମ୍ବନ୍ଧ ଥିବା ନେଇ ଜଣାଯାଇଛି  ।…

ପ୍ରେମ ଆଗରେ ହାର ମାନିଲା ରୁଷ- ୟୁକ୍ରେନ ଯୁଦ୍ଧ ସ୍ଥିତି, ପ୍ରେମିକକୁ ଭେଟିବାକୁ ସାତ ସମୁଦ୍ର ପାର କରି ଆସିଲେ…

କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ ।  ପ୍ରେମ କେମିତି, କାହା ସହିତ, କେଉଁ ପରିସ୍ଥିତିରେ ହେବ ତାହା ହୁଏତ କେହି କହିପାରିବେ ନାହିଁ ।  ପ୍ରେମ ଏମିତି ଏକ ଜିନିଷ ଯାହା କୌଣସି ଦେଶର ସୀମା, ଯୁଦ୍ଧର ଭୟଙ୍କର ସ୍ଥିତି, ଶତ୍ରୁ ପକ୍ଷର କଟାକ୍ଷ ନଜର ଆଦିକୁ ମଧ୍ୟ ମାନେ ନାହିଁ ।  ନିଜ ପ୍ରେମକୁ…

ପ୍ରେମର ନିଆରା ଉଦାହରଣ; ୬୭ ବର୍ଷୀୟା ବୃଦ୍ଧାଙ୍କୁ ପ୍ରେମ କରିବସିଲେ ୨୮ ବର୍ଷୀୟ ଯୁବକ

ପ୍ରେମ କାହାକୁ, କେମିତି, କାହା ସହିତ ହେବ ସେବିଷୟରେ ହୁଏତ କେହି କହିପାରିବେ ନାହିଁ  । ଆଉ ଏମିତିରେ କହିବାକୁ ଗଲେ ପ୍ରେମ ଅନ୍ଧ  । ଏମିତିକି ପ୍ରେମ ସାମ୍ନାରେ ବୟସ, ଜାତି, ଧର୍ମ, ବର୍ଣ୍ଣ ଆଦି ବି କିଛି ମାନେ ରଖେନାହିଁ  । ଏମିତି ହିଁ ଏକ ପ୍ରେମ କାହାଣୀ ଏବେ ନଜରକୁ ଆସିଛି  । ଯାହା…

ସାଉଥ ପରେ ଏବେ ବଲିଉଡରେ ଡେବ୍ୟୁ ଦେଖାଇବେ ଐଶ୍ୱର୍ଯ୍ୟା ରଜନୀକାନ୍ତ, ଲଭ୍ ଷ୍ଟୋରୀ ଫିଲ୍ମ ଉପରେ କରିବେ କାମ

ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ଏବଂ ଗାୟିକା। ଏବେ ଐଶ୍ୱର୍ଯ୍ୟା ମଧ୍ୟ ତାଙ୍କ ଚମତ୍କାର ଦେଖାଇବାକୁ ହିନ୍ଦୀ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ଐଶ୍ୱର୍ଯ୍ୟା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିର୍ଦ୍ଦେଶକ…

ବେଲୁନ୍‌କୁ ସ୍ତ୍ରୀଠୁ ବି ଅଧିକ ଭଲ ପାଆନ୍ତି ଏହି ବ୍ୟକ୍ତି, କୁହନ୍ତି- ଏହାକୁ ଛୁଇଁଲେ ଦେହ ଶିହରି ଉଠେ

ବର୍ତ୍ତମାନ ଦୁନିଆ ଆଧୁନିକ ହୋଇଯାଇଛି। ଫଳରେ ଲୋକମାନେ ସ୍ୱାଧୀନଭାବେ ନିଜର ମନର କଥାକୁ ସମସ୍ତଙ୍କ ସାମ୍ନାରେ ରଖି ପାରୁଛନ୍ତି। ସେମିତି କିଛି ହୋଇଛି ୭୧ ବର୍ଷୀୟ ଜୁଲିୟସ୍‌ଙ୍କ ସହ। ଜୁଲିୟସ୍‌ଙ୍କୁ ବେଲୁନ୍‌ ଏମିତି ପସନ୍ଦ ଆସିଛି ଯେ ସେ ସେଥିପାଇଁ ସ୍ତ୍ରୀକୁ ବି ଛାଡ଼ି ଦେଇଛନ୍ତି। ଜୁଲିୟସ୍‌…

ପ୍ରେମ କରିବ ତ ଏମିତି, ଦୃଷ୍ଟିବାଧିତ ଜାଣିବି ପ୍ରେମିକର ସାତଜନମର ସାଥି ହେଲେ ପ୍ରେମିକା

ବଲାଙ୍ଗୀର(କେନ୍ୟୁଜ୍):  ଏଭଳି ଏକ ପ୍ରେମ କାହାଣୀ ଯାହା ପାଠକଙ୍କର ମନେରହିବ ନିଶ୍ଚିତ। ପ୍ରଥମେ  ମିସ କଲରୁ ପ୍ରେମ । ଆଉ ପ୍ରେମ ପରେ ବିବାହ । ହେଲେ ଏ ପ୍ରେମ ବିବାହ ଟିକେ ନିଆରା । ପ୍ରେମିକ ଜଣେ ଦୃଷ୍ଟିହୀନ ବୋଲି ଜାଣି ବି ସାତ ଜନମର ସାଥି କରିଥିଲେ ପ୍ରେମିକା ।ଏପରି ଏକ ପ୍ରେମ କାହାଣୀ…

ଖୁଡିକୁ ନେଇ ଫେରାର ହେଲା ପ୍ରେମିକ ପୁତୁରା, ଖୋଜୁଛନ୍ତି କକା

ନୂଆଦିଲ୍ଲୀ : କୁହାଯାଏ ଯେ ପ୍ରେମ ଅନ୍ଧ ଏବଂ ପ୍ରେମରେ ପଡିଥିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ବିଷୟରେ ଚିନ୍ତା କରେ ନାହିଁ । ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ରାଜସ୍ଥାନର ଭରତପୁରରୁ ଆସିଛି। ଯେଉଁଠାରେ ପୁତୁରା ତାଙ୍କ ନବବିବାହିତା ଖୁଡିଙ୍କୁ ଭଲ ପାଉଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ…

ଜଣେ ଯୁବକ ଉପରେ ପ୍ରେମ ପାଗେଳୀ ହେଲେ ତିନି ଭଉଣୀ, ଶେଷରେ କଲେ ଏମିତି କାମ

କୁହାଯାଏ ପ୍ରେମ ଅନ୍ଧ। ଜାତି-ଅଜାତି, ଧନୀ- ଗରିବ କିଛି ମାନେ ନାହିଁ ପ୍ରେମ। ପ୍ରେମରେ ପଡ଼ିବା ପରେ ପ୍ରେମୀଯୁଗଳ କେବଳ ପରଷ୍ପରକୁ ପାଇବାକୁ ଚାହାଁନ୍ତି । ପ୍ରେମ କେତେବେଳେ କାହାକୁ ହୋଇଯିବ କହି ହେବ ନାହିଁ। ଏହା ସତ୍ବେ ଏମିତି କିଛି ପ୍ରେମ କାହାଣୀ ନଜରକୁ ଆସେ ଯାହାକି ଚର୍ଚ୍ଚାର ପରିସରକୁ…