ଯାହାର ସ୍ତ୍ରୀ ଲମ୍ବା, ସେ ବି ରହିଲା ଚର୍ଚ୍ଚାରେ! ଯୁବକ ବନାଇଲେ ଜବରଦସ୍ତ ଓ୍ଵାର୍ଲ୍ଡ ରେକର୍ଡ, ଜାଣନ୍ତୁ କ୍ୟୁଟ୍…
ଇଂଲଣ୍ଡର କପଲ ଜେମ୍ସ ଓ କ୍ଲୋ ଲଷ୍ଟେଡ୍ଙ୍କ ଲଭ୍ ଷ୍ଟୋରୀ ଜାଣିଲେ ଆପଣ ପ୍ରଶଂସା ନ କରି ରହିପାରିବେ ନାହିଁ। କୁହାଯାଏ, ପ୍ରେମ କୌଣସି ଜାତି, ଧର୍ମ, ବର୍ଣ୍ଣ ଦେଖେନି। ଅର୍ଥାତ୍ ଆପଣ ଯାହାକୁ ବି ପ୍ରେମ କରୁଛନ୍ତି, ତାଙ୍କଠାରେ କୌଣସି ଅଭାବକୁ ଦେଖିବେ ନାହିଁ। ଠିକ୍ ଏମିତି ହିଁ ଜେମ୍ସ ଓ…