ସଂପର୍କକୁ ସୁଦୃଢ କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ
ଆଜିକାଲିର ଯୁବପିଢି ପ୍ରେମ ଅପେକ୍ଷା ଟାଇମପାସ୍ କରିବାକୁ ଅଧିକ ଭଲପାଉଛନ୍ତି। ସମ୍ପର୍କକୁ କେବଳ ବୁଲିବା, ଖାଇବା, ପିଇବା, ଗପ କରିବା ବୋଲି ଗ୍ରହଣ କରିନେଲେଣି। ସଂପର୍କର ଦୃଢତାକୁ କେହି ବୁଝିବାକୁ ନାରାଜ। ଯଦି ଆପଣ ନିଜ ସଂପର୍କକୁ ସୁଦୃଢ କରିବାକୁ ଚାହୁଁଛନ୍ତି, ତେବେ ଏମିତି କିଛି ଟିପ୍ସ…