Browsing Tag

love yatri

ଫ୍ରାଇଡେ ରିଲିଜ୍‌ରେ ଆଜି “ଲଭୟାତ୍ରୀ”

ମୁମ୍ବାଇ(କେନ୍ଯୁଜ୍) : ଫ୍ରାଇଡେ ରିଲିଜ୍‌ରେ ଆଜି ହଲ୍‌କୁ ଆସିଛି ଲଭରାତ୍ରୀ । ସଲମାନ ଖାନ୍‌ଙ୍କ ପ୍ରଯୋଜନାରେ ଏହି ଫିଲ୍ମ ନିର୍ମାଣ ହୋଇଛି । ଫିଲ୍ମର ଲିଡ୍‌ ରୋଲରେ ଅଛନ୍ତି ସଲମାନ ଖାନ୍‌ଙ୍କ ଭିଣେଇ ଆୟୁଷ ଶର୍ମା । ତାଙ୍କ ସହ ଲିଡ୍‌ ଲେଡି ଅଛନ୍ତି ଓ୍ଵାରିନା ହୁସେନ୍‌ । ଦୁଇ ଜଣ ଏହି ଫିଲ୍ମ…

ନୂଆ ଟ୍ୟାଲେଣ୍ଟଡ୍‌ ଫ୍ରେଶ ଚେହେରାକୁ ଫିଲ୍ମରେ ସୁଯୋଗ ଦେବା ହେଉଛି ମୋ କର୍ତ୍ତବ୍ୟ : ସଲମାନ ଖାନ୍‌

ମୁମ୍ବାଇ : ଚେହେରାଙ୍କୁ ଇଣ୍ଡଷ୍ଟ୍ରିରେ ସବୁବେଳେ ସୁଯୋଗ ଦିଅନ୍ତି ଦବଙ୍ଗ ଖାନ୍‌ ସଲମାନ। ବଲିଉଡରେ ବହୁ ଷ୍ଟାରଙ୍କ ଗଡଫାଦର ହେଉଛନ୍ତି ସଲମାନ। ତେବେ ଏନେଇ ସଲମାନ କୁହନ୍ତି , ମୁଁ ଯେତେବେଳେ ନୂଆ ଥିଲି, ମୋତେ ନୂଆ ଚେହେରା ଭାବେ ଲଞ୍ଚ୍‌ କରାଯାଇଥିଲା। ଏବେ ଯେତେବେଳେ ମୁଁ ଏକ ଷ୍ଟେବୁଲ…