ଫ୍ରାଇଡେ ରିଲିଜ୍ରେ ଆଜି “ଲଭୟାତ୍ରୀ”
ମୁମ୍ବାଇ(କେନ୍ଯୁଜ୍) : ଫ୍ରାଇଡେ ରିଲିଜ୍ରେ ଆଜି ହଲ୍କୁ ଆସିଛି ଲଭରାତ୍ରୀ । ସଲମାନ ଖାନ୍ଙ୍କ ପ୍ରଯୋଜନାରେ ଏହି ଫିଲ୍ମ ନିର୍ମାଣ ହୋଇଛି । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ସଲମାନ ଖାନ୍ଙ୍କ ଭିଣେଇ ଆୟୁଷ ଶର୍ମା । ତାଙ୍କ ସହ ଲିଡ୍ ଲେଡି ଅଛନ୍ତି ଓ୍ଵାରିନା ହୁସେନ୍ । ଦୁଇ ଜଣ ଏହି ଫିଲ୍ମ…