Browsing Tag

love

ପ୍ରେମ ନେଲା ପ୍ରେମିକାର ଜୀବନ, କେରଳରେ ହତ୍ୟାକଲା କନ୍ଧମାଳରେ ଗିରଫ ହେଲା ପ୍ରେମିକ

ବାଲିଗୁଡ଼ା : ତଳେ ପଡ଼ି ଚିତ୍କାର କରୁଛନ୍ତି ଏହି ମହିଳା ଜଣକ । ପାଟିରେ ତାଙ୍କର ଗୋଟାଏ ଶଦ୍ଦ କବାଟ ଖୋଲନା ସେ ପୁଣି ଆସିଯିବ ଆଉ ମୋତେ ମାରିଦେବ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ଛଟପଟ ହେଉଛନ୍ତି ଏହି ପ୍ରେମିକା । ଯିଏ କି ପ୍ରେମିକର ଆକ୍ରୋଶମୂଳକ ଆକ୍ରମଣ ଶିକାର ହୋଇ ଯନ୍ତ୍ରଣାରେ ଛଟପଟ…

ପଡ଼ୋଶୀଙ୍କ ପ୍ରେମରେ ପାଗଳ ୩ ପିଲାଙ୍କ ମା, ପ୍ରେମିକ ପାଇଁ ବିଜୁଳି ଖୁଣ୍ଟରେ ବସିଲା

ଉତ୍ତରପ୍ରଦେଶ : ପଡ଼ୋଶୀ ପ୍ରେମରେ ବାଇଆ ହେଲେ ମହିଳା । ନିଜ ଘରେ ପ୍ରେମିକକୁ ରଖିବା ପାଇଁ ସ୍ୱାମୀ ସହ କଲେ ଜିଦ୍ । ଆଉ ନିଜର ଜିଦ୍ ପୂରଣ ପାଇଁ ଶେଷରେ କରିବସିଲେ ଏପରି କାଣ୍ଡ । ଯାହାକୁ ଆପଣ ବିଶ୍ୱାସ ବି କରି ପାରିବେନି । ଯେଉଁ ଦୃଶ୍ୟ ଦେଖିଲେ ଆପଣ ତାଜୁବ ହୋଇଯିବେ । ଆପଣ ବି କହିବେ ଜଣେ…

ହସ୍ପିଟାଲ ବେଡ୍‌ରେ ପ୍ରେମିକକୁ ବିବାହର ୧୮ ଘଣ୍ଟା ପରେ ଆଖି ବୁଜିଲେ ପ୍ରେମିକା

ପ୍ରେମକୁ ନେଇ ଆମ ସାମ୍ନାକୁ ଅନେକ କାହାଣୀ ଆସିଛି । କିଛି କାହାଣୀ ମଜାଦାର ଥିବା ବେଳେ ଅନେକ ଦୁଃଖଦ କାହାଣୀ ସାମ୍ନାକୁ ଆସିଥାଏ । ବର୍ତ୍ତମାନ ଏପରି ଏକ କାହାଣୀ ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ଏବଂ ଆଖିରେ ଦେଖିଲେ ବିଶ୍ୱାସ କରିପାରିବେନି । ସୋସିଆଲ ମିଡିଆରେ ଏକ ଦମ୍ପତିଙ୍କ ପ୍ରେମର…

ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ିଲେ ପାକିସ୍ତାନୀ ଝିଅ, ବିବାହ ପାଇଁ କଲେ ଭାରତ ସୀମା ପାର୍‌

ପ୍ରେମ ଅମର । ପ୍ରେମ ସତ୍ୟ । ପ୍ରେମ ମାନେନା ବନ୍ଧ ବାଡ଼ । ପ୍ରେମ ଦେଖେନା ଜାତି ଧର୍ମ । ନିକଟରେ ସୀମା ହାଇଦର ଏହାର ଜ୍ୱଳନ୍ତ ଉଦାହରଣ ହୋଇଥିବା ବେଳେ ପୁଣି ପ୍ରେମ ପାଇଁ ସୀମା ପାର୍‌ କରିଛନ୍ତି ପାକିସ୍ତାନୀ ଯୁବତୀ । ତେବେ ପାକିସ୍ତାନର ବିବାହିତ ସୀମା ନିଜ ପ୍ରେମିକ ପାଇଁ ୪ ପିଲାଙ୍କୁ…

ରାସ୍ତାରେ ପ୍ରେମୀଯୁଗଳ ହଟହଟା, ରଂଗ ନମ୍ବରରୁ ଗଢି ଉଠିଲା ପ୍ରେମ, ମହିଳାଙ୍କୁ ନେଇ ଯୁବକ ଫେରାର

କେନ୍ୟୁଜ୍‌(ବ୍ୟୁରୋ): ରାସ୍ତା ଉପରେ ପ୍ରେମୀ ଯୁଗଳ ହଟହଟା । ଛେଚା ଖାଇଲା ପ୍ରେମିକ । ପ୍ରେମିକର ଅବସ୍ଥା କହିଲେ ନସରେ । ଲୋକଙ୍କଠୁ ମାଡ଼ ସାଙ୍ଗକୁ ଗାଳି । ଯିଏ ଯେମିତି ପାରିଲା ବାଡ଼େଇ ଦେଇଗଲା । କହିବାକୁ ଗଲେ ପୁରା ପବ୍ଲିକ ମାଡ଼ । ଲୋକଙ୍କ ଭିତରୁ ଜଣେ କହୁଛନ୍ତି ମଜା ଲାଗୁଥିଲା । କଥା…

ଏମିତି ବି ପ୍ରେମ : ନାବାଳିକା ବେଳେ ଘର ଛାଡିଲେ, ସବାଳିକା ହୋଇ ବାହା ହେଲେ

ଭଦ୍ରକ (କେନ୍ୟୁଜ): ନାବାଳିକା ବେଳେ ପ୍ରେମରେ ପଡିଲେ । ଘର ଲୋକେ ଜାଣିବା ପରେ ଆକଟ କଲେ । ଏମିତି ସ୍ଥିତିରେ ଘର ଛାଡିଥିଲେ ନାବାଳିକା । ଘର ଲୋକେ ଯୁବକଙ୍କ ନାଁ ରେ ଏତଲା ମଧ୍ୟ ଦେଇଥିଲେ କିନ୍ତୁ ନାବାଳିକା ଘରକୁ ଫେରିଲେ ନାହିଁ । ବୟସ ହେବା ପରେ ସେହି ଯୁବକଙ୍କୁ ବିବାହ କରିଛନ୍ତି । ଏଭଳି…

ଚାଣକ୍ୟ ନୀତି: ଏହି ଗୁଣ ଥିବା ବ୍ୟକ୍ତିଙ୍କୁ ବହୁତ୍ ପସନ୍ଦ କରନ୍ତି ମହିଳା, ଜାଣିରଖନ୍ତୁ ପୁରୁଷ 

ପ୍ରତ୍ୟେକ ନାରୀଙ୍କ ସ୍ୱପ୍ନ ଥାଏ ଯେ ତାଙ୍କ ଭବିଷ୍ୟତ ସାଥୀ କେବଳ ଦେଖିବା ପାଇଁ ଭଲ ନୁହେଁ ବରଂ ତାଙ୍କର ବ୍ୟକ୍ତିତ୍ଵ ମଧ୍ୟ ଭଲ ଥିବା ଉଚିତ୍। ଯାହା ସହ ସେମାନେ ନିଜ ଜୀବନ ଭଲ ଭାବେ ବିତାଇ ପାରିବେ। ତେବେ ଅନେକ ଝିଅ ପ୍ରକୃତରେ ଭଲ ବ୍ୟକ୍ତିତ୍ଵ ଥିବା ପୁରୁଷଙ୍କୁ ଭଲ ପାଆନ୍ତି। ସେମାନେ…

ପୁଅ ବୟସର ପ୍ରେମିକ ସହ ଲିଭ-ଇନ୍‌ ରିଲେସନ୍‌, ଏକାଠି ରହିବାକୁ କୋର୍ଟରେ ଆବେଦନ କଲେ ୬୭ ବର୍ଷୀୟା ମହିଳା

କଥାରେ ଅଛି ପ୍ରେମ ଅନ୍ଧ। ପ୍ରେମ ଦେଖେନି ଜାତି, ଧର୍ମ କି ରଙ୍ଗରୂପ। କାହାକୁ ବି କେତେ ବେଳେ କାହା ସହ ପ୍ରେମ ହୋଇଯାଇପାରେ। ଏହା ଏକ ସୁନ୍ଦର ଅନୁଭବ। ଆଜିକାଲି କମ୍‌ ବୟସର ପୁଅମାନେ ବି ନିଜ ଠାରୁ ବଡ଼ ପୁଅଙ୍କୁ ପ୍ରେମ କରୁଥିବା ଦେଖିବାକୁ ମିଳୁଛି। ସେଭଳି ଏକ ନିଆରା ପ୍ରେମ କାହାଣୀ…

ବାସ୍ତୁ ଟିପ୍ସ: ସାଥୀଙ୍କ ଭଲ ପାଇବା ଚାହୁଁଥିଲେ ଘରେ ରଖନ୍ତୁ ଏସବୁ ଫୁଲ, କିଛି ଦିନ ଭିତରେ ମିଳିଯିବ ପ୍ରକୃତ ପ୍ରେମ

ସମସ୍ତେ ଚାହାନ୍ତି କେହି ତାଙ୍କୁ ଭଲ ପାଉ, ତାଙ୍କ ସହ ସୁଖ ଦୁଃଖ ସେୟାର କରୁ। କିନ୍ତୁ କାହାକୁ ଜୀବନରେ ପ୍ରକୃତ ଭଲ ପାଇବା ମିଳେ ତ ଆଉ କାହା ଭାବନା କେବଳ ଭାବନାରେ ହିଁ ରହିଯାଏ। ଯଦି ଆପଣ ବି ସିଙ୍ଗଲ ଥାନ୍ତି ଓ ଚାହୁଁଥାଆନ୍ତି କେହି ଆପଣଙ୍କୁ ଭଲ ପାଉ ତେବେ ବାସ୍ତୁର କେତେକ ଉପାୟ ଆପଣାଇ…

ପ୍ରେମ କରିବ ତ ଏମିତି! ୯୦ ବର୍ଷରେ ବି କମ୍‌ ହୋଇନି ଭଲ ପାଇବା, ୩୨ ବର୍ଷ ହେଲାଣି ସ୍ତ୍ରୀଙ୍କ ଅସ୍ଥି କଳସକୁ ରଖି କଥା…

ଭାଲେଣ୍ଟାଇନ୍‌ ଡେ’କୁ ଯୁବପିଢ଼ିମାନେ ବେଶ୍‌ ଉତ୍ସାହର ସହ ନିଜ ସାଥୀ ସହ ପାଳନ କରିଛନ୍ତି। କିଏ ସାଥୀକୁ ମନ କଥା କହିଛି ତ ଆଉ କିଏ ସାତ ଜନ୍ମ ଯାଏଁ ସାଥ୍‌ ରହିବାକୁ କଥା ଦେଇଛି। ତେବେ କେବଳ ଯୁବପିଢ଼ି ନୁହେଁ, ବରିଷ୍ଠ ନାଗରିକ ମଧ୍ୟ ଏହି ଦିନରେ ନିଜ ସାଥୀଙ୍କ ସହ ମନ କଥା ସେୟାର କରିଛନ୍ତି।…

ଲଭ ସେକ୍ସ ଧୋକା ! ପ୍ରେମରୁ ପ୍ରତାରଣା ଅଭିଯୋଗ; ନ୍ୟାୟ ପାଇଁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

ଭୁବନେଶ୍ୱର (କେନ୍ୟୁଜ):  ଲଭ ସେକ୍ସ ଧୋକା । ପ୍ରେମରୁ ପ୍ରତାରଣା ଅଭିଯୋଗ ଆଣିଲେ ଭୁବନେଶ୍ୱରର ଜଣେ ଯୁବତୀ । ନ୍ୟାୟ ପାଇଁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ଯୁବତୀ । ଭୁବନେଶ୍ୱରର ଜଣେ ଯୁବ ବ୍ୟବସାୟୀ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା ଦେଇଥିବା ଅଭିଯୋଗ…

PubG ବନେଇଦେଲା ଯୋଡି: PubG ଖେଳୁ ଖେଳୁ ହେଲା ପ୍ରେମ,ଏବେ ବିବାହ ବନ୍ଧନରେ ବାନ୍ଧି ହେଲେ ବଙ୍ଗାଳି ପୁଅ ଓ କର୍ଣ୍ଣାଟକ…

ରବ୍ ନେ ବନାଦି ଯୋଡ଼ି ଫିଲ୍ମ ବିଷୟରେ ତ ଆପଣ ନିଶ୍ଚିତ ଶୁଣିଥିବେ । କିଏ କାହାକୁ କେତେବେଳେ ପସନ୍ଦ ଆସିଯାଏ ତାହା ସେଇ ମଣିଷ ମଧ୍ଯ ଠିକ୍ ଭାବେ ଜାଣିନଥାଏ । ଠିକ୍ ସେମିତି ଏକ ଘଟଣା ଦେଖିବାକୁ ମିଳିଛି। ଆପଣ ଜାଣିଥିବେ ବର୍ତ୍ତମାନ ସବୁ କାମ ସହଜ ହୋଇଯାଉଛି ସୋସିଆଲ ମିଡ଼ିଆ ପାଇଁ। ପୁଣି ଏଇ…