ହସ୍ପିଟାଲ ବେଡ୍ରେ ପ୍ରେମିକକୁ ବିବାହର ୧୮ ଘଣ୍ଟା ପରେ ଆଖି ବୁଜିଲେ ପ୍ରେମିକା
ପ୍ରେମକୁ ନେଇ ଆମ ସାମ୍ନାକୁ ଅନେକ କାହାଣୀ ଆସିଛି । କିଛି କାହାଣୀ ମଜାଦାର ଥିବା ବେଳେ ଅନେକ ଦୁଃଖଦ କାହାଣୀ ସାମ୍ନାକୁ ଆସିଥାଏ । ବର୍ତ୍ତମାନ ଏପରି ଏକ କାହାଣୀ ସାମ୍ନାକୁ ଆସିଛି ଯାହା ଆପଣ ଶୁଣିଲେ ଏବଂ ଆଖିରେ ଦେଖିଲେ ବିଶ୍ୱାସ କରିପାରିବେନି । ସୋସିଆଲ ମିଡିଆରେ ଏକ ଦମ୍ପତିଙ୍କ ପ୍ରେମର…