ନିଜ ପାର୍ଟନରଙ୍କୁ କାର ଏବଂ ପବରେ ସବୁଠାରୁ ଅଧିକ I love you କହିଥାନ୍ତି ପୁରୁଷ, ରିସର୍ଚ୍ଚରୁ ହେଲା ଖୁଲାସା
ପ୍ରେମ କରୁଥିବା ଲୋକଙ୍କ ପାଇଁ ଆଇ ଲଭ ୟୁ ବହୁତ ଖାସ ଶବ୍ଦ ହୋଇଥାଏ। କିନ୍ତୁ କ'ଣ ଆପଣଙ୍କୁ ଜଣାଅଛି, ଜଣେ ପୁରୁଷ ନିଜ ପାର୍ଟନରଙ୍କୁ ଆଇ ଲଭ ୟୁ କହିବାରେ କେଉଁ ଜାଗାରେ ଅଧିକ ଆରାମଦାୟକ ଅନୁଭବ କରିଥାଏ? ଏହି କଥାର ଖୁଲାସା ଏକ ଅଧ୍ୟୟନରେ ହୋଇଛି।
ରିପୋର୍ଟ ଅନୁସାରେ, ୨୦୦୦ ଲୋକଙ୍କୁ ନେଇ…