Browsing Tag

love

ପ୍ରଥମ ବିବାହ ଦେଇପାରିନି ସୁଖ, ଡିଭୋର୍ସ ପରେ ପ୍ରକୃତ ପ୍ରେମ ପାଇଛନ୍ତି ଏହିସବୁ ସେଲିବ୍ରିଟି

ସାଧାରଣରେ ଧାରଣା ରହିଛି ଯେ ବିବାହ ଭାଙ୍ଗିଗଲେ ଜୀବନ ଶେଷ ହୋଇଯାଇଥାଏ। ଯଦି ଆପଣଙ୍କର ବିବାହ କୌଣସି କାରଣରୁ ଭାଙ୍ଗିଯାଇଛି ବା ଡିଭୋର୍ସ ହୋଇଯାଇଛି, ତେବେ ଆପଣ ଆଉ ଜୀବନର କୌଣସି ସୁଖ ଭୋଗ କରିପାରିବେ ନାହିଁ। ଖାସ୍‌ କରି ମହିଳାଙ୍କ କ୍ଷେତ୍ରରେ ଏଭଳି ଅଧିକ ହୋଇଥାଏ। କିନ୍ତୁ ବର୍ତ୍ତମାନ ସମୟ…

ପ୍ରେମରେ ଧୋକା ଖାଇବା ପରେ ବୟଫ୍ରେଣ୍ଡ ଦେଇଥିବା ସମସ୍ତ ଜିନିଷକୁ ସେଲ୍‌ରେ ଲଗାଇ ଦେଲେ ଯୁବତୀ, ନେଲେ ଏଭଳି ନିଷ୍ପତ୍ତି

ପ୍ରେମରେ ଧୋକା ଖାଇବା ଆଜିକାଲି ବହୁତ ସାଧାରଣ କଥା ହୋଇଗଲାଣି। କିନ୍ତୁ ଏବେ ଏବେ ଏମିତି ଏକ ଖବର ଆସିଛି, ଯାହା ଆପଣଙ୍କୁ ଚକିତ କରିଦେବ। କଥାଟି ହେଲା, ଜଣେ ପ୍ରେମିକା ତା’ ପ୍ରେମିକଙ୍କଠାରୁ ଧୋକା ଖାଇବା ପରେ ତାଙ୍କୁ ଏକ ଲେଶନ ଶିଖାଇଛନ୍ତି, ଯେଉଁଥିରେ ଯୁବତୀ ଜଣକ ନିଜର ଧୋକାବାଜ୍…

ପ୍ରେମିକାକୁ ଧୋକା ଦେବା ଅପରାଧ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ:  ଶାରୀରିକ ସମ୍ବନ୍ଧ ଥାଇ ପ୍ରେମିକାକୁ ଧୋକା ଦେଲେ ମଧ୍ୟ ତାହା ଅପରାଧ ପରିସର ଭୁକ୍ତ ନୁହେଁ । ଏହା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କହିଛନ୍ତି। କୋର୍ଟ କହିଛନ୍ତି କି, ଯୌନ ସହମତିରେ - ନା ର ମାନେ ନା ଠାରୁ ଆଗକୁ ବଢି ଏବେ ହଁ ର ମାନେ ହଁ ଯାଏ ବ୍ୟାପକ ହୋଇଛି । କୋର୍ଟ ଏହି ନିଷ୍ପତି…

ପ୍ରେମିକ ସହିତ କରନ୍ତୁ ଏପରି ଦୁଷ୍ଟାମୀ, ବଢିବ ଆପଣଙ୍କ ଭଲପାଇବା ସମ୍ପର୍କ

ସମ୍ପର୍କରେ ଛୋଟ ମୋଟ ଝଗଡା କିମ୍ବା ହସ ମଜାକ ହୋଇଥାଏ। ଏହି ହସଖୁସି, ଝଗଡା ଯୋଗୁଁ ଭଲପାଇବାର ମହତ୍ୱ ରହିଥାଏ। ସମ୍ପର୍କକୁ ନୂଆ ଏବଂ ସୁଦୃଢ କରିବା ପାଇଁ ଆପଣ ଆପଣଙ୍କ ପ୍ରେମିକ ସହିତ ଛୋଟମୋଟ ଦୁଷ୍ଟାମୀ କରିବା ଦରକାର। ଏପରି କରିବା ଦ୍ୱାରା ଆପଣ ନିଜ ପ୍ରେମିକ ଆପଣଙ୍କ ପ୍ରତି କେତେକ…

ଜଣେ ରାଣୀ ଓ ରାଜାଙ୍କ ଅସୀମ ପ୍ରେମର ପ୍ରତୀକ ଛତିଶ ଗଡ଼ର ଏହି ମନ୍ଦିର, ଜାଣନ୍ତୁ ଏହା ପଛର କାହାଣୀ

ପତ୍ନୀ ମମତାଜ ମହଲଙ୍କ ପାଇଁ ଶାହାଯାହାନ ଆଗ୍ରାରେ ତାଜ ମହଲ ବନାଇଥିବା କଥା ତ ସମସ୍ତେ ଜାଣନ୍ତି । ଏମିତିକି ଏହା ସମଗ୍ର ବିଶ୍ୱଐତିହ୍ୟ ରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିପାରିଛି । ଏହା ବାଦ ଭାରତରେ ଆହୁରି କେତେ ଗୁଡିଏ ଆଶ୍ଚର୍ଯ୍ୟ ଜନକ ଐତିହ୍ୟ ଥିଲେ ମଧ୍ୟ ଏହା ସେତେଟା ଲୋକ ଲୋଚନକୁ ଆସି…

ପୂର୍ବତନ ପ୍ରେମିକଙ୍କୁ ଭେଟିବା ପାଇଁ ସାରା ସହରର କାନ୍ଥକୁ ରଙ୍ଗେଇ ଦେଲେ ଏହି ମହିଳା, ମା’ ହେବାକୁ ଯାଉଥିବା ନେଇ…

ଅଷ୍ଟ୍ରେଲିଆର ଜଣେ ମହିଳା ନିଜ ପୂର୍ବତନ ପ୍ରେମିକଙ୍କୁ ଭେଟିବା ପାଇଁ ଏକ ଅଜବ ଢଙ୍ଗରେ ମେସେଜ୍‌ ଦେଇଛନ୍ତି। ସେ ଫ୍ରେଙ୍କଷ୍ଟନ୍‌ ସହରର କାନ୍ଥବାଡ଼ରେ ଏତେ ସାରା ମେସେଜ୍‌ ଲେଖିଛନ୍ତି ଯେ ଯାହାକୁ ନେଇ ସହରବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ପ୍ରକୃତ କଥା ହେଉଛି, ମହିଳା ଜଣକ ଏବେ ମା’ ହେବାକୁ…

ପ୍ରେମିକଙ୍କ କଥା ମନେ ପଡ଼ିଲେ, ଝିଅମାନେ କରନ୍ତି ଏଭଳି କାମ

ଯେତେବେଳେ ଝିଅମାନେ ପ୍ରେମ କରୁଥାଆନ୍ତି ଏବଂ କୌଣସି କାରଣରୁ ସେମାନଙ୍କୁ ନିଜ ପାର୍ଟନରଙ୍କଠାରୁ ଦୂରରେ ରହିବାକୁ ପଡ଼େ, ସେତେବେଳେ ସେମାନେ ପୂରା ଦିନ ପ୍ରେମିକଙ୍କ ଭାବନାରେ ବୁଡ଼ି ରୁହନ୍ତି। କଥା ଯେବେ ଲଙ୍ଗ୍‌ ଡିଷ୍ଟାନ୍ସ ରିଲେଶନସିପ୍‌ର ଥାଏ, ସେଠି ଝିଅମାନେ ଦିନରେ ମଧ୍ୟ ପାର୍ଟନରଙ୍କ…

ଜାଣନ୍ତୁ ଏମତି ଏକ ସମାଧି ସ୍ଥଳ ଯେଉଁଠି ସିଗାରେଟ୍‌ ଦେଲେ, ମିଳିଯାଏ ହଜି ଯାଇଥିବା ପ୍ରେମ

ଭାରତ ଏମିତି ଏକ ଦେଶ ଯେଉଁଠି ଲେକମାନେ ନିଜ ଆରାଧ୍ୟଙ୍କ ଆଶିଷ ଲଭିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଭୋଗ ଚଢାନ୍ତି । ହେଲେ କେହି ଯଦି ଭୋଗ ବଦଳରେ ନିଜ ଆରାଧ୍ୟଙ୍କୁ ସିଗାରେଟ ଦିଏ ତେବେ ଆପଣଙ୍କ ମନରେ ଏକ ଅଜବ ଭାବନା ସୃଷ୍ଟି ହେବ ନିଶ୍ଚୟ । କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହଁ ।…

“ମୁଁ ମରିବାର କାରଣ ତୁ”, ଲେଖି ଯୁବକ ନିଜକୁ ଲଗାଇଲେ ଫାଶୀ

ପୋରବନ୍ଦର : ରାଣାବାବର ଆଦିତ୍ୟାଣା ଗ୍ରାମରେ ଜଣେ ୨୭ବର୍ଷର ଯୁବକ ଗଳାରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ନିଜ ଆତ୍ମହତ୍ୟାର କାରଣ ପ୍ରେମରେ ବିଫଳତା ବୋଲି ସୁସାଇଡ ନୋଟରେ ଲେଖିଛନ୍ତି। ଯୁବକ ଜଣଙ୍କ ସୁସାଇଡ ନୋଟରେ ପ୍ରେମୀକାର ନାମ ଲେଖିଥିବା ବେଳେ ମୁଁ ମରିବାର କାରଣ କେବଳ ତୁ, ମତେ…

ଝିଆରୀ ସହ ପ୍ରେମ ସମ୍ପର୍କ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା

ବାଲେଶ୍ୱର (କେନ୍ଯୁଜ୍) : ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ବ୍ରହ୍ମପୁର ଥାନା ଅଞ୍ଚଳର ଘଟଣା। ମୃତକ ହେଲେ ଭାଲୁଆ କବାଟ । ଅଭିଯୋଗ ଅନୁଯାୟୀ, ଭାଲୁଆ କବାଟଙ୍କ ଝିଆରୀ ସହ ଜଗନ୍ନାଥ କବାଟଙ୍କ ପ୍ରେମ ସମ୍ପର୍କ ନେଇ ବିବାଦ ଲାଗିରହିଥିଲା। ଏନେଇ ଗତକାଲି ଭାଲୁଆ…

ଭିନ୍ନ ପରମ୍ପରା, ଏଠାରେ ମହିଳା ବିବାହ ପୂର୍ବରୁ ସ୍ବାମୀଙ୍କ ଘରେ ବିତାଇଥାନ୍ତି ରାତି

ସାଧାରଣତଃ ବିବାହକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାରର ଭାବନା ଭରି ରହିଥାଏ। ଖାସ କରି ବିବାହ ପର ପ୍ରଥମ ରାତିକୁ ନେଇ ରହିଥାଏ ଉତ୍ସାହ। କିନ୍ତୁ ଭାରତୀୟ ପରମ୍ପରା ଅନୁଯାୟୀ କୌଣସି ପିତାମାତା ତାଙ୍କ ସନ୍ତାନଙ୍କ ନିକଟରେ କେବେ ମଧ୍ୟ ଏଥି ସମ୍ବନ୍ଧୀୟ କିଛି କଥା ହୋଇନଥାନ୍ତି। ଖାସ କରି…

ଶରଦ ପୂର୍ଣ୍ଣିମାରେ ଆପଣଙ୍କୁ ମିଳିପାରେ ସାତ ଜନମର ସାଥୀ

ଶରଦ ପୂର୍ଣ୍ଣିମା ଆଶ୍ବିନ ମାସ ଶୁକ୍ଳପକ୍ଷରେ ପଡ଼ିଥାଏ। ପୁରାତନ କାଳରୁ ଏପରି ମାନ୍ୟତା ରହିଛି ଏହି ଦିନ ସମସ୍ତଙ୍କୁ ମିଳିଥାଏ ତାଙ୍କର ପ୍ରକୃତ ପ୍ରେମ। ଖାଲି ତାହା ନୁହଁ ଏଥିପାଇଁ କୁଆଁରୀ କନ୍ୟାମାନେ କରିଥାନ୍ତି ପୂଜା ଏବଂ ବ୍ରତ। ଓଡ଼ିଆ ରୀତିନୀତିରେ ଏହାକୁ କୁଆଁରପୂର୍ଣ୍ଣିମା ମଧ୍ୟ…