Browsing Tag

lover suicide

ବାଲୁଗାଁରେ ଅଭାବନୀୟ ଘଟଣା: ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଟାଙ୍ଗୀ(କେନ୍ୟୁଜ୍):  ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଅଭାବନୀୟ ଘଟଣା । ଇଞ୍ଜନପୁର ଗାଁର ସୁରେଶ ବାରିକଙ୍କ ଝିଅ ନୈନା ବାରିକ ଓ ବାଣପୁର ଥାନା ଅନ୍ତର୍ଗତ ବିଷ୍ଣୁଡିହ ଗାଁର ଗଣେଶ ମାଝୀଙ୍କ ପୁଅ ବିଘ୍ନେଶ ମାଝୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଉଭୟ…

ଅନୁଗୁଳ: ପ୍ରେମିକାର ବାହାଘର ଅନ୍ୟତ୍ର ଠିକ କରିଦେଲେ ପରିବାର ଲୋକେ, ବିଚଳିତ ହୋଇ ଥାନା ସମ୍ମୁଖରେ ଅତ୍ମହତ୍ୟା ଉଦ୍ୟମ…

ଅନୁଗୁଳ(କେନ୍ୟୁଜ୍):  ‘ପ୍ରେମିକାକୁ ଯଦି ମୁଁ ବାହା ନହେବି ତେବେ ଥାନା ଦ୍ବାର ଆଗରେ ଆତ୍ମହତ୍ୟା  କରିବି’ ଏଭଳି କହି ଆଜି ଜଣେ  ଯୁବକ ପାଲଲହଡ଼ା ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ପୋଲିସ କର୍ମଚାରୀ।…

ପ୍ରେମିକାର ଧୋକା ସହିପାରିଲାନି ପ୍ରେମିକ, ଫାଶୀ ଦେଇ କଲା ଆତ୍ମହତ୍ୟା

କଟକ(କେନ୍ୟୁଜ୍): ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମିକ । ବେକରେ ଫାଶୀ ଦେଇ ସେ ଆତ୍ମହତ୍ୟା କରିଛନ୍ତି । ଘଟଣା ଘଟିଛି କଟକ ମଲାସାହିରେ । ମୃତ ଯୁବକ ହେଉଛନ୍ତି ବିଶ୍ୱନାଥ ସ୍ୱାଇଁ । ପ୍ରେମରେ ଧୋକା ଖାଇଥିବାରୁ ଆତ୍ମହତ୍ୟା କରିଥିବା ସେ ଏକ ସୁଇସାଇଡ୍ ନୋଟ୍‌ରେ ଲେଖିଛନ୍ତି । ଏନେଇ ମଙ୍ଗଳାବାଗ…

କଣ୍ଟାବାଞ୍ଜି: ଜଙ୍ଗଲରୁ ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ମୃତଦେହ, ପ୍ରେମଜନିତ କାରଣରୁ ଆତ୍ମହତ୍ୟା ବୋଲି ପୋଲିସର…

କଣ୍ଟାବାଞ୍ଜି(କେନ୍ୟୁଜ୍): ଜଙ୍ଗଲରୁ ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ମୃତଦେହ। କଣ୍ଟାବାଞ୍ଜି ତୁରେଇକେଲା ଥାନା ଭରୁଆକାନି ଗାଁ ନିକଟ ଜଙ୍ଗଲରୁ ମୃତଦେହ ମିଳିଛି। ମୃତକ ହେଲେ ଭରୁଆକାନିର ସୁଶାନ୍ତ ମିର୍ଧା ଓ ସେବତୀ ହଂସ । ତୁରେକେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତଦେହକୁ…