କମନୱେଲଥ ଗେମ୍ସ ପୂର୍ବରୁ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ଅଲମ୍ପିକ୍ସ ବିଜେତା ଲଭଲିନା ବୋରଗୋହେନ, ଟ୍ଵିଟ୍ କରି…
ଟୋକିଓ ଅଲିମ୍ପିକ ୨୦୨୦ରେ ଭାରତ ପାଇଁ ପଦକ ଜିତିଥିବା ମହିଳା ବକ୍ସର ଲଭଲିନା ବୋରଗୋହେନ ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ବକ୍ସିଂ ଫେଡେରେସନ ଅଫ ଇଣ୍ଡିଆ ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ସେ ଟ୍ଵିଟ୍ କରି କହିଛନ୍ତି , ତାଙ୍କ କୋଚଙ୍କ ସହ ଠିକ୍ ବ୍ୟବହାର କରାଯାଉ ନାହିଁ ଏବଂ ଏହି…