ହାଇ ଏବଂ ଲୋ ଏନର୍ଜି କ’ଣ? କେମିତି କରିବେ ଉପଚାର
ଥକ୍କାପଣକୁ ନେଇ ଲୋକଙ୍କଠାରୁ ଅନେକ ସମସ୍ୟା ଶୁଣିବାକୁ ମିଳିଥାଏ। ଏନର୍ଜି ବହୁତ ଅଧିକ ବଢ଼ିଯିବା କିମ୍ବା ବହୁତ ଅଧିକ ହ୍ରାସ ହୋଇଯିବାରେ ଥକ୍କାପଣ ଅନୁଭବ ହୋଇଥାଏ। ଏନର୍ଜି ହ୍ରାସ-ବୃଦ୍ଧିରେ ସବୁଠାରୁ ବଡ଼ କାରଣ ହେଲା, ଖାଦ୍ୟପେୟରେ ନିୟମିତତା ଏବଂ ଆମ ପରିବର୍ତ୍ତନଶୀଳ ଲାଇଫଷ୍ଟାଇଲ୍। ଯଦି…