Browsing Tag

low pressure in bay of bengal

ଫିଲିପାଇନ୍ସରେ ଲ୍ୟାଣ୍ଡଫଲ କଲା ଟାଇଫୁନ୍‌ ମୋଲାଭ: ବଙ୍ଗୋପସାଗରରେ ପ୍ରବେଶ କରିବ ଏହାର ଅବଶିଷ୍ଟାଂଶ, ୨୯ ବେଳକୁ ଆଉ ଏକ…

କେନ୍ଯୁଜ୍: ଫିଲିପାଇନ୍ସରେ ଲ୍ୟାଣ୍ଡଫଲ କରିଛି ଟାଇଫୁନ୍‌ ମୋଲାଭ । ଫିଲିପାଇନ୍ସର ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ୩ଟା ୩୦ରେ ଟାଇଫୁନ୍‌ ଓରିଏଣ୍ଟାଲ ମାଇଣ୍ଡୋରୋ ଉପରେ ଅବତରଣ କରିଛି । ଟାଇଫୁନ୍‌ ମୋଲାଭର ଅବଶିଷ୍ଟାଂଶ ବଙ୍ଗୋପସାଗରରେ ପ୍ରବେଶ କରିବ । ବଙ୍ଗୋପସାଗରରେ ଘନୀଭୂତ ହୋଇ ୨୯ ତାରିଖ…

ସକ୍ରିୟ ରହିଛି ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ, ୫ ଜିଲ୍ଲାରେ ବୃଦ୍ଧି ପାଇବ ବର୍ଷା ପରିମାଣ

ଭୁବନେଶ୍ୱର(କେ ନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ବର୍ଷା ଲାଗି ରହିଛି । ୫ ଜିଲ୍ଲାରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏନେଇ କୋରାପୁଟ, ମାଲକାନଗିରି, ଗଞ୍ଜାମ…

ଗତ ୫ ମାସରେ ବଙ୍ଗୋପସାଗରରେ ୧୨ଟି ଲଘୁଚାପ! ପୁଣି ଆସୁଛି ଆଉ ଗୋଟେ, ପ୍ରଭାବରେ ୧୯ରୁ ୨୧ କିଛି ଜିଲ୍ଲାରେ ହେବ ପ୍ରବଳ…

ଭୁବନେଶ୍ବର: ଲଘୁଚାପ ପରେ ଲଘୁଚାପ। ଆସନ୍ତା ୧୯ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୯ ତାରିଖରୁ ୨୧ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର…

ବଙ୍ଗୋପସାଗରରେ ଲଘୁଚାପ: ପ୍ରଭାବରେ ରାଜ୍ଯରେ ପ୍ରବଳ ବର୍ଷା ! ୫ ଜିଲ୍ଳାକୁ ଅରେଞ୍ଜ ଓ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…

ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଉପକୂଳବର୍ତ୍ତୀ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି ବର୍ତ୍ତମାନ…