ବଙ୍ଗୋପସାଗରରେ ପୁଣି ଲଘୁଚାପ, ଜାଣନ୍ତୁ ଓଡ଼ିଶା ଉପରେ ପଡିବ କି ନାହିଁ ପ୍ରଭାବ
ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଲଘୁଚାପ । ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଶ୍ରୀଲଙ୍କାର ଟ୍ରନିକମାଲେ ଠାରୁ ୧୮୦ କିମି ତାମିଲନାଡୁ ନାଗାପଟ୍ଟନମ ଠାରୁ ୩୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ନେଇପାରେ ଡିପ ଡିପ୍ରେସନର ରୂପ ନେବାର…