Browsing Tag

low rain

ରାଜ୍ୟରେ ଏବର୍ଷ ମରୁଡ଼ି ! ବର୍ଷାର ଘୋର ଅଭାବ, ୧୭ ଜିଲ୍ଲାରେ ସ୍ଥିତି ସଙ୍ଗୀନ

ଭୁବନେଶ୍ବର(କେନ୍ଯୁଜ୍): ଶ୍ରାବଣ ଗଲା । ଆକାଶରୁ ଝରିଲାନି ବର୍ଷା । ଚାତକ ଭଳି ଚାହିଁ ଚାହିଁ ଚାଷୀ ଆଖିରୁ ନିଦ ହଜି ଗଲାଣି । ରାଜ୍ୟରେ ଏବର୍ଷ ବର୍ଷାର ଘୋର ଅଭାବ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଫସଲହାନୀ ଆଶଙ୍କା ଦେଖାଦେଇଛି । ମରୁଡ଼ି ପରିସ୍ଥିତି ଉପୁଜିଲାଣି । ଜୁନ୍‌ ୧ରୁ ଆଜି ସୁଦ୍ଧା…

କୁଆଡେ ଉଭାନ୍‌ ହୋଇଗଲା ବର୍ଷା ? ଶ୍ରାବଣ ମାସରେ ବି ଟାଣ ଖରା, ହୀରାକୁଦ ଜଳଭଣ୍ଡାରରେ ପାଣିର ଅଭାବ

ଭୁବନେଶ୍ବର : ଆଷାଢ ଯାଇ ଶ୍ରାବଣ ହେଲା। ହେଲେ ଶୁଖିଲା ପଡିଛି ଧରା। ଉଭାନ୍‌ ହୋଇଯାଇଛି ମୌସୁମୀ। ଜୁନରୁ ଏଯାଏ ରାଜ୍ୟର ୧୩ଟି ଜିଲ୍ଲାର ସ୍ୱାଭାବିକ ଠାରୁ ପ୍ରାୟ ୧୯ ପ୍ରତିଶତ କମ ବର୍ଷା ହୋଇଛି। ହେଲେ ୨୪ ତାରିଖ ବେଳକୁ ରାଜ୍ୟରେ ବର୍ଷା ପରିମାଣ ବଢିବ। ୨୫ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ…

ଜୁନରୁ ଜୁଲାଇ ୨୧ ସୁଦ୍ଧା ରାଜ୍ୟରେ ୨୯ % କମ ବର୍ଷା, ଶୀଘ୍ର ବର୍ଷା ନ ହେଲେ ପରିସ୍ଥିତି ସଂଗୀନ ହେବା ଆଶଙ୍କା

ଭୁବନେଶ୍ବର : ଜୁଲାଇ ମାସର ଦିନ ଗଡ଼ିବା ସହ ନିଅଣ୍ଟିଆ ବର୍ଷା ପରିମାଣ ବଢି ଚାଲିଛି। ଜୁନ ମାସରୁ ଜୁଲାଇ ୨୧ ସୁଦ୍ଧା ରାଜ୍ୟରେ ୪୪୫ ମିଲିମିଟର ବର୍ଷା ହେବା କଥା। ହୋଇଛି ୩୧୬.୭ ମିଲିମିଟର ବର୍ଷା । ଅର୍ଥାତ ରାଜ୍ୟରେ ୨୯ ପ୍ରତିଶତ କମ ବର୍ଷା ହୋଇଛି । ଉତ୍ତର ଓଡ଼ିଶାର ବାଲେଶ୍ୱର ଓ ଗଜପତି…