Browsing Tag

low rainfall

ଓଡ଼ିଶାରେ ଜୁଲ।ଇ ଓ ଅଗଷ୍ଟରେ କମ ବର୍ଷା: ଆଇଏମଡି ଡିଜି

(କେ ନ୍ୟୁଜ): ଓଡିଶାରେ ଜୁଲାଇ ଓ ଅଗଷ୍ଟରେ ହୋଇଛି କମ୍ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ସଂଖ୍ୟା କମ୍ ଏହାର ମୁଖ୍ୟ କାରଣ। ଆଗାମୀ ୫ ଦିନରେ ବେଶି ବର୍ଷାର ଆକଳନ ନାହିଁ। ଏହାକୁ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି। ଡିଜିଙ୍କ କହିବା ଅନୁଯାୟୀ, ପ୍ରତି ବର୍ଷ ୧୩ ଓ ୧୪ଟି ଲଘୁଚାପ ସୃଷ୍ଟି…

ରାଜ୍ୟରେ ଏବର୍ଷ ମରୁଡ଼ି ! ବର୍ଷାର ଘୋର ଅଭାବ, ୧୭ ଜିଲ୍ଲାରେ ସ୍ଥିତି ସଙ୍ଗୀନ

ଭୁବନେଶ୍ବର(କେନ୍ଯୁଜ୍): ଶ୍ରାବଣ ଗଲା । ଆକାଶରୁ ଝରିଲାନି ବର୍ଷା । ଚାତକ ଭଳି ଚାହିଁ ଚାହିଁ ଚାଷୀ ଆଖିରୁ ନିଦ ହଜି ଗଲାଣି । ରାଜ୍ୟରେ ଏବର୍ଷ ବର୍ଷାର ଘୋର ଅଭାବ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଫସଲହାନୀ ଆଶଙ୍କା ଦେଖାଦେଇଛି । ମରୁଡ଼ି ପରିସ୍ଥିତି ଉପୁଜିଲାଣି । ଜୁନ୍‌ ୧ରୁ ଆଜି ସୁଦ୍ଧା…

ସନ୍ଧ୍ୟାରେ ବର୍ଷିବ ମେଘ, ୪ ଜିଲ୍ଲାକୁ ଘଡଘଡି ସହ ବର୍ଷାର ଆକଳନ କଲା ଆଞ୍ଚଳିକ ପାଣିପାଗ ବିଭାଗ

କେନ୍ୟୁଜ୍(ବ୍ୟୁରୋ):  ପୁଣି ବର୍ଷିବ ମେଘ। ରାଜ୍ୟର ୪ ଜିଲ୍ଲାରେ ଆଜି ସନ୍ଧ୍ୟାରେ ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହା ସହିତ ବଜ୍ରପାତ ଓ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଥିବାର ଆକଳନ କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡିକ ହେଲା ମାଲକାନଗିରି,…

ବର୍ଷାର ଲୁଚକାଳି ଚାଷୀଙ୍କ ପାଇଁ ଆଣିଛି ବିପଦ, ପମ୍ପ ସେଟ ଲଗାଇ ଜମିକୁ ପାଣି ମଡ଼ାଉଛନ୍ତି ଚାଷୀ

ବର୍ଷାର ଲୁଚକାଳୀ ଚାଷୀଙ୍କ ପାଇଁ ବିପଦ ଆଣିଛି । ମୌସୁମୀ ବର୍ଷାର ଦୂରର କଥା, ଗଞ୍ଜାମ ଜିଲ୍ଲାରେ ଲଘୁଚାପ ବର୍ଷା ବି ଠିକ୍‌ ଭାବେ ହୋଇନି । ଫଳରେ ପମ୍ପ ସେଟ ବ୍ୟବହାର କରି ଜମିକୁ ପାଣି ମଡାଉଛନ୍ତି ଚାଷୀ । ଜିଲ୍ଲାରେ ଥିବା ୨୨ଗୋଟି ବ୍ଲକରେ ଚଳିତ ବର୍ଷ ମାତ୍ର ୨୫ଭାଗ ବର୍ଷା ହୋଇଛି । ତେଣୁ…