ସୁଶାନ୍ତଙ୍କ ମୃତ୍ୟୁର ବଦ୍ଲା ନେଲେ ଫ୍ୟାନ୍, ରିଲିଜ୍ ହେଉ ହେଉ ‘ସଡ଼କ ୨’ର ଟ୍ରେଲରକୁ ମିଳିଲା ୧୫ ଲକ୍ଷ ଡିସ୍ଲାଇକ୍
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁରଙ୍କ ଫିଲ୍ମ ‘ସଡ଼କ ୨’ର ଟ୍ରେଲର ଆଜି ରିଲିଜ୍ ହୋଇଛି। ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ମହେଶ ଭଟ୍ଟ। ଏହି ଟ୍ରେଲର ରିଲିଜ୍ ହେବା ପରେ ଲୋକମାନେ ଆଲିଆଙ୍କୁ ପୁଣିଥରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଏଥିସହ ମହେଶ ଭଟ୍ଟଙ୍କ ଉପରେ ମଧ୍ୟ…