Browsing Tag

LPG cylinder

ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ, ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ

ଭୁବନେଶ୍ବର: ଶ୍ରମିକ ଓ ଛାତ୍ରଛାତ୍ରୀ କିଣି ପାରିବେ ୫ କେଜି ଗ୍ୟାସ ସିଲିଣ୍ଡର। ସେମାନଙ୍କ ପାଇଁ ଲାଗୁ ହେବନି ୫ କେଜି ସିଲିଣ୍ଡର କଟକଣା । ସେମାନେ ପରିଚୟପତ୍ର ଦେଖାଇଲେ ମିଳିବ ୫ କେଜି LPG । ସେହିପରି e-KYC ମାଧ୍ୟମରେ ବିକ୍ରୟ ହେଉଥିବା ୫ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ କୌଣସି କଟକଣା…

୩୫ ଦିନ ମଧ୍ୟରେ ବୁକିଂ ହେବ LPG ସିଲିଣ୍ଡର ଗ୍ୟାସ୍, ନିୟମ ପରିବର୍ତ୍ତନ ସମ୍ପର୍କରେ ବିବୃତ୍ତି ଜାରି କଲେ ସରକାର

ନୂଆଦିଲ୍ଲୀ : LPG ସିଲିଣ୍ଡର ବୁକିଂ ସମ୍ପର୍କରେ ଏକ ନୂଆ ଖବର ପ୍ରକାଶ ପାଉଛି । ଯାହାକୁ ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି ସରକାର । ବିଭିନ୍ନ ଲୋକଙ୍କୁ ଗ୍ୟାସ ବୁକିଂ ପାଇଁ ବିଭିନ୍ନ ସମୟ ଅପେକ୍ଷା କରିବାକୁ ପଡିବ । ଯାହାର ଖବର ସୋସିଆଲ ମିଡିଆରୁ ସୂଚନା ମିଳିଛି । କିନ୍ତୁ ଏନେଇ ସରକାରଙ୍କ…

ଗ୍ୟାସ୍ ସିଲିଣ୍ଡର ବଣ୍ଟନ ପାଇଁ କୋଟା ସ୍ଥିର, ନୂଆ ଗାଇଡ୍ ଲାଇନ୍ ଜାରି କଲେ ସରକାର

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ସରକାର ଗ୍ୟାସ୍ ସିଲିଣ୍ଡର ବଣ୍ଟନ ପାଇଁ ଏକ କୋଟା ସ୍ଥିର କରିଛନ୍ତି । ଘରୋଇ ଉପଭୋକ୍ତାଙ୍କୁ ପୂର୍ବ ଭଳି ୧୦୦ ପ୍ରତିଶତ ଯୋଗାଣ ପାଇପାରିବେ । ସେହିପରି ଶିକ୍ଷା ଏବଂ ଚିକିତ୍ସା କ୍ଷେତ୍ରରେ ସମ୍ବନ୍ଧିତ ଜିଲ୍ଲାରେ ଉପଲବ୍ଧ ହେଉଥିବା କମର୍ସିଆଲ ଗ୍ୟାସର ୩୦ ପ୍ରତିଶତ…

ଗ୍ୟାସ୍ ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହେଲା କେମିକାଲ ଟ୍ୟାଙ୍କର, ଜଣେ ମୃତ

ରାଜସ୍ଥାନ : ଗତକାଲି ବିଳମ୍ବିତ ରାତିରେ ରାଜସ୍ଥାନର ଜୟପୁର-ଆଜମେର ହାଇୱେରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଗ୍ୟାସ ବୋଝେଇ ଟ୍ରକ୍  ସହ କେମିକାଲ ଟ୍ୟାଙ୍କର ଧକ୍କା ହେବା ପରେ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ…

ଦଶହରା ପୂର୍ବରୁ ଗ୍ରାହକଙ୍କୁ ସିଲିଣ୍ଡର ଝଟକା, ବଢିଲା ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ :  ଦଶହରା ପୂର୍ବରୁ ଗ୍ରାହକଙ୍କୁ ଝଟକା । ପାର୍ବଣ ଋତୁ ପୂର୍ବରୁ ମାସ ପହିଲାରୁ ଏଲପିଜି ସିଲିଣ୍ଡର ଦାମ୍ ବଢିଛି । କର୍ମସିଆଲ ଏଲପିଜି ଦାମ୍ ୧୫.୫୦ ଟଙ୍କା ବଢିଛି । ଦିଲ୍ଲୀରେ ୧୯ କିଲୋ ଏଲପିଜି ସିଲିଣ୍ଡର ଦାମ୍ ୧୫୯୫.୫୦ ଟଙ୍କାରେ ମିଳିବ । ଯାହା ପୂର୍ବରୁ ୧୫୮୦ ଟଙ୍କା ରହିଥିଲା…

ମଧ୍ୟପ୍ରଦେଶରେ ବର୍ଷାର ତାଣ୍ଡବ, ଭାସିଗଲା LPG ସିଲିଣ୍ଡର ଟ୍ରକ୍

ମଧ୍ୟପ୍ରଦେଶର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି । ଲଗାତାର ବର୍ଷା ଯୋଗୁଁ ଜବଲପୁର ଏବଂ ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜୀବନଯାତ୍ରା ପ୍ରଭାବିତ ହେଉଛି । ନଦୀ ଏବଂ ଝରଣାଗୁଡ଼ିକ ଫୁଲ୍ ହୋଇଯାଇଛି ଏବଂ ସବୁଠି ପାଣି ଦେଖାଯାଉଛି । ଏହି ସମୟରେ, ପରିୟତ ନଦୀର ସେତୁ ଉପରେ LPG ଭର୍ତ୍ତି ଏକ…

ଖୁସି ଖବର, ପୁଣି ୨୪ ଟଙ୍କା କମିଲା LPG ସିଲିଣ୍ଡର ଦାମ୍

ଗୃହିଣୀଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା LPG ସିଲିଣ୍ଡର । ୨୪ ଟଙ୍କା ଶସ୍ତା ହେଲା କର୍ମସିଆଲ ଗ୍ୟାସ ସିଲିଣ୍ଡର। ଆଜିଠୁ ନୂଆ ଦର ଲାଗୁ । ଅଏଲ ମାର୍କେଟିଙ୍ଗ କମ୍ପାନୀ ଦ୍ବାରା ୧୯କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ କମାଯାଇଛି । ଦିଲ୍ଲୀରେ ୧୯ କିଲୋ କର୍ମସିଆଲ LPG ସିଲିଣ୍ଡରର ମୂଲ୍ୟ…

PF, UPI ଠାରୁ କ୍ରେଡିଟ୍ କାର୍ଡ ପର୍ଯ୍ୟନ୍ତ, ଜୁନ୍ ୧ ରୁ ବଦଳିବାକୁ ଯାଉଛି ଟଙ୍କା ସହ ଏହି ନିୟମ

ପ୍ରତି ମାସ ଭଳି  ଜୁନ୍ ମାସରେ ମଧ୍ୟ ଅନେକ ବଡ଼ ପରିବର୍ତ୍ତନ  ହେବାକୁ ଯାଉଛି ।  ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ ଏବଂ ଆର୍ଥିକ କାରବାରକୁ ପ୍ରଭାବିତ କରିପାରେ ।  ଜୁନ୍ ୧ ତାରିଖରୁ UPI ଏବଂ PF ଠାରୁ ଆରମ୍ଭ କରି LPG ସିଲିଣ୍ଡର ମୂଲ୍ୟ ପର୍ଯ୍ୟନ୍ତ ଅନେକ ନିୟମ ପରିବର୍ତ୍ତନ ହୋଇପାରେ…

ବଜେଟ ପୂର୍ବରୁ ବଡ଼ ଆଶ୍ୱସ୍ତି: ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର

ବଜେଟ ପୂର୍ବରୁ ଶସ୍ତା ହେଲା LPG ସିଲିଣ୍ଡର । ୭ ଟଙ୍କା ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର। ଆଜିଠୁ ଲାଗୁ ହେଲା ନୂଆ ଦାମ୍ । ଅଏଲ ମାର୍କେଟିଙ୍ଗ କମ୍ପାନୀ ଦ୍ବାରା ୧୯କେଜି କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ କମାଯାଇଛି । ପୂର୍ବରୁ କର୍ମସିଆଲ ସିଲିଣ୍ଡର ଦାମ ୧୮୦୭ଟଙ୍କା ଥିବା ବେଳେ…

ଟଳିଲା ବଡ଼ ଦୁର୍ଘଟଣା ! ରେଲୱେ ଟ୍ରାକ୍ ଉପରୁ ମିଳିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର, ୪ ମାସରେ ତୃତୀୟ ଘଟଣା

କାନପୁରରେ ରେଲୱେ ଟ୍ରାକ୍ ଉପରୁ ପୁଣି ମିଳିଛି ଏଲପିଜି ଗ୍ୟାସ୍ ସିଲିଣ୍ଡର । ୪ ମାସ ତଳେ ଏହି ଅଞ୍ଚଳରେ ଟ୍ରାକ୍ ଉପରେ ସିଲିଣ୍ଡର ରଖି କାଳିନ୍ଦୀ ଏକ୍ସପ୍ରେସ୍ ଟ୍ରେନକୁ ଲାଇନଚ୍ୟୁତ କରିବାକୁ ଚେଷ୍ଟା କରାଯାଇଥିଲା । ଗତ ୪ ମାସ ମଧ୍ୟରେ ରେଳ ଟ୍ରାକ୍ ଉପରୁ ସିଲିଣ୍ଡର ମିଳିବାର ଏହା ହେଉଛି…

ଦୀପାବଳିରେ ଝଟକା: ପୁଣି ବଢ଼ିଲା କମର୍ସିଆଲ ଏଲିପିଜି ସିଲିଣ୍ଡର ଦର

ପୁଣି ବଢ଼ିଲା କମର୍ସିଆଲ ଏଲିପିଜି ସିଲିଣ୍ଡର ଦର । ନଭେମ୍ବର ପହିଲାରୁ ୨୦୨୪ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି । ଇଣ୍ଡିଆନ୍ ଅଏଲ୍ ନଭେମ୍ବର ପହିଲାରୁ ବାଣିଜ୍ୟିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୬୨ରୁ ୧୮୦୨ ଟଙ୍କାକୁ ବୃଦ୍ଧି କରିଛି।…

କାନପୁର: ‘କାଳିନ୍ଦୀ ଏକ୍ସପ୍ରେସ୍‌’କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଷଡ଼ଯନ୍ତ୍ର, ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡରକୁ ଧକ୍କା…

ଉତ୍ତର ପ୍ରଦେଶର କାନପୁରରେ ‘କାଳିନ୍ଦୀ ଏକ୍ସପ୍ରେସ୍‌’କୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ହୋଇଛି ଷଡ଼ଯନ୍ତ୍ର । ରେଳଧାରଣା ଉପରୁ ଏଲ୍‌ପିଜି ସିଲିଣ୍ଡର, ପେଟ୍ରୋଲ ଭର୍ତ୍ତି ବୋତଲ ଏବଂ କିଛି ବାରୁଦ ମିଳିବା ପରେ ସନ୍ଦେହ ଆହୁରି ବଢ଼ିଛି । ପ୍ରୟାଗରାଜରୁ କାନପୁର ହୋଇ ଭିଓ୍ଵାନୀ ଯାଉଥିବା କାଳିନ୍ଦୀ…