Browsing Tag

lpg gas cyclinder

ପାକିସ୍ତାନ ଜନତାଙ୍କୁ ମହଙ୍ଗା ଛାଟ, ପେଟ୍ରୋଲ ଓ ଡିଜେଲ ପରେ ବଢିଲା ଗ୍ୟାସ ଦର

ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ପରେ ପୁଣି ମହଙ୍ଗା ମାଡ । ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଥିବା ବେଳେ ପୁଣି ବଢିଛି ଗ୍ୟାସ୍‌ ଦର । ପେଟ୍ରୋଲ ଓ ଡିଜେଲ ଦାମ୍‌ ବଢିବାର ଗୋଟେ ଦିନ ପରେ ବଢିଛି ଗ୍ୟାସ ଦାମ୍‌ । ଏଲପିଜି ସିଲିଣ୍ଡର ଦାମ ୪୫୯ ଟଙ୍କା ବଢିଛି । ପାକିସ୍ତାନରେ ଗରିବ…

LPG ଲିକେଜକୁ ଡିଟେକ୍ଟ କରିବ Smoke Alarm ଡିଭାଇସ୍‌

ଘରକୁ ସୁରକ୍ଷିତ ରଖିବା ପାଇଁ ଆସିଲା ସ୍ମୋକ ଆଲାର୍ମ। ଲୋକଙ୍କ ସମସ୍ୟାକୁ ଧ୍ୟାନରେ ରଖି ଏବେ ବଜାରକୁ ଆସିଛି ଏଭଳି ଏକ ଡିଭାଇସ। ଯାହାକୁ ଲଗାଇବା ମାତ୍ରେ ଆପଣଙ୍କ ଅଜାଣତରେ ଘରେ କଣ ସବୁ ଅଘଟଣ ଘଟିବାକୁ ଯିବ ତାହା ସମ୍ପର୍କରେ ସୂଚନା ଦେବ। ଏଥିପାଇଁ ଆଲାର୍ମ ଘଣ୍ଟି ବାଜିବ। କେଉଁ ବିପଦରେ ଏହା…

ଖୁବଶୀଘ୍ର କମିବ ଗ୍ୟାସ୍‌ ସିଲିଣ୍ଡର ଦାମ୍‌, ସରକାର ନେଲେ ଏମିତି ପଦକ୍ଷେପ

ସାଧାରଣ ଲୋକଙ୍କୁ ମିଳିବ ଆଶ୍ୱସ୍ତି। ବଢୁଥିବା ଗ୍ୟାସ ଦରରୁ ମିଳିବ ମୁକ୍ତି। ଯଦି ଆପଣ ପ୍ରତି ମାସରେ ଗ୍ୟାସ୍ ସିଲିଣ୍ଡର ନେଉଛନ୍ତି ଏବଂ ଗ୍ୟାସର ବଢ଼ୁଥିବା ଦାମକୁ ନେଇ ଚିନ୍ତିତ ରହିଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଓଏନଜିସି ଓ ରିଲାଏନ୍ସ ଭଳି ବଡ଼ ତୈଳ ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ…

ପେଟ୍ରୋଲ ଓ ଗ୍ୟାସ୍‌ ପରେ ବଢିଲା ପିଏନଜି, ଜାଣନ୍ତୁ କେତେ ବଢିଲା ଦାମ୍‌

ଘରୋଇ ରୋଷେଇ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ ୫୦ ଟଙ୍କା ବଢିବା ପରେ ଏବେ ପିଏନଜି ଦାମ୍‌ ବଢିଛି। ପିଏନଜିର ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହୋଉଛି। ଗୋଟେ ପଟେ ପେଟ୍ରୋଲ ଓ ଡିଜେଲଦାମ୍‌ ବଢିବା ଯୋଗୁଁ ସାଧାରଣ ଗ୍ରାହକଙ୍କ ପକେଟ ଉପରେ ମହଙ୍ଗା ମାଡ ହୋଇଛି। ଖାଇବା ତିଆରି କରିବା ପାଇଁ ରୋଷେଇ ଗ୍ୟାସ୍‌…

ଦୀର୍ଘ ୪ମାସରୁ ଉର୍ଦ୍ଧ୍ୱ ପରେ ହଠାତ ଏତେ ବଢିଗଲା ଗ୍ୟାସ ଦର

ବଢିଲା ଏଲପିଜି ମୂଲ୍ୟ । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ଟଙ୍କାକୁ ବୃଦ୍ଧି ପାଇଛି । କହିରଖୁଛୁ ଅକ୍ଟୋବର ୬, ୨୦୨୧ପରଠାରୁ ଏହା ପ୍ରଥମ ବୃଦ୍ଧି । ବର୍ତ୍ତମାନ ଭୁବନେଶ୍ୱରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୯୭୬ଟଙ୍କା ରହିଛି ଯେବେ କି ଏହାର ମୂଲ୍ୟ ୯୨୬ ରହିଥିଲା । ସେହିପରି ଦିଲ୍ଲୀ ଓ…

ନୂଆବର୍ଷରେ ଗ୍ରାହକଙ୍କୁ ଉପହାର ଦେଲା ଇଣ୍ଡିଆନ ଅଏଲ୍‌ ! ୧୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର

ନୂଆ ବର୍ଷରେ ଗ୍ରାହକଙ୍କ ପାଇଁ ନୂଆ ଉପହାର। ଆଜିଠାରୁ ଶସ୍ତା ହେଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର। ୧୦୦ ଟଙ୍କା ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌। କିନ୍ତୁ ଏହି ଦାମ୍‌ ଘରୋଇ ଏଲପିଜି ସିଲିଣ୍ଡର ଦାମରେ ଆସିନାହିଁ। କର୍ମସିଆଲ ସିଲିଣ୍ଡର ଦାମ୍‌ କମିବା ଯୋଗୁଁ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ…

ଏଣିକି ଅନ୍ୟ କାହାର ଗ୍ୟାସ ଏଜେନ୍ସୀ ରୁ ବି ଭରିପାରିବେ ଆପଣଙ୍କ ସିଲିଣ୍ଡର, ସରକାର ଆଣୁଛନ୍ତି ନୂଆ ନିୟମ

ଏଲପିଜି ସିଲିଣ୍ଡର ବୁକିଙ୍ଗକୁ ନେଇ ବହୁତ ଜଲଦି ନୂଆ ନିୟମ ଆସିପାରେ। ଆଉ ଏହି ନିୟମ ଆପଣଙ୍କ ପାଇଁ ନିହାତି ଭାବରେ ଖୁସି ଖବର ହେବ। ଏବେ ଆପଣଙ୍କୁ କେବଳ ନିଜ ଗ୍ୟାସ ଏଜେନ୍ସୀ ଠାରୁ ବୁକ କରିବାର ଆବଶ୍ୟକ ପଡିବ ନାହିଁ ବରଂ ଆପଣ ଅନ୍ୟ ଜଣେ ଗ୍ୟାସ ଏଜେନ୍ସୀଙ୍କ ଠାରୁ ବି ବୁକିଙ୍ଗ କରିପାରିବେ।…

ବଜେଟ ପରେ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ, ବଢ଼ିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଆଜି ସରକାରୀ ତେଲ କମ୍ପାନୀ ସାଧାରଣ ଜନନତାଙ୍କୁ ବଡ ଝଟକା। ତୈଳ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ଦାମ ବଢ଼ାଇବା ସହିତ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ୍‌ ମଧ୍ୟ ବଢ଼ାଇଛନ୍ତି। ତେଲ କମ୍ପାନୀ ଗୁଡିକ ପ୍ରତିମାସ ଏଲପିଜି ସିଲିଣ୍ଡର ଦାମର ସମୀକ୍ଷା କରନ୍ତି। ସବୁ ରାଜ୍ୟରେ ଟ୍ୟାକ୍ସ ଅଲଗା ଅଲଗା…

Indane ଗ୍ରାହକଙ୍କୁ ଗ୍ୟାସ ସିଲିଣ୍ଡର ବୁକିଂ କରିବା ପାଇଁ ଏବେ ନୂଆ ନମ୍ବରରେ କରିବାକୁ ପଡିବ କଲ, SMS ଜରିଆରେ ବି…

ଦେଶର ପ୍ରମୁଖ ତୈଳ କମ୍ପାନୀ Indian Oil ନିଜର ଏଲପିଜି ଉପଭୋକ୍ତାଙ୍କ ପାଇଁ ଏକ ନୂଆ ନମ୍ବର ଜାରି କରିଛି। ଏହି ନମ୍ବରକୁ ବିଶ୍ୱର ସମସ୍ତ ଉପଭୋକ୍ତା ଆଇବିଆର କିମ୍ବା SMS ଜରିଆରେ ଗ୍ୟାସ ବୁକିଂ ପାଇଁ ବ୍ୟବହାର କରିପାରିବେ। ସୂଚନା ମୁତାବକ ପୂର୍ବରୁ ଗ୍ୟାସ ବୁକିଂ ପାଇଁ ବିଭିନ୍ନ ସ୍ଥାନ ପାଇଁ…

ସରକାର ଦେଉଛନ୍ତି ମାଗଣା ଗ୍ୟାସ ସିଲିଣ୍ଡର ନେବା ସୁଯୋଗ, ଏପରି ଉଠାନ୍ତୁ ଲାଭ

ଆପଣଙ୍କୁ ମାଗଣାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର। ସରକାର ଦେବେ ସାଧାରଣ ଜନତାଙ୍କୁ ଉପହାର। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଜରିଆରେ ସରକାର ମାଗଣାରେ ସିଲିଣ୍ଡର ଦେଉଛନ୍ତି। ଏହି ଯୋଜନାର ଲାଭ ଆପଣ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଉଠାଇପାରିବେ। କରୋନା କାରଣରୁ ଏହି ଯୋଜନାର ତାରିଖକୁ ବୃଦ୍ଧି…

ସାଧାରଣ ଜନତାଙ୍କ ପାଇଁ ଖୁସି ଖବର, କମିଲା ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍

ସାଧାରଣ ଜନତାଙ୍କ ପାଇଁ ଖୁସି ଖବର। ସେପ୍ଟେମ୍ବର ମାସ ଅର୍ଥାତ ଚଳିତ ମାସ ଠାରୁ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ପାଇଁ କମ ଦାମ ଦେବାକୁ ହେବ। ତେଲ ମାର୍କେଟିଂ କମ୍ପାନୀ ସେପ୍ଟେମ୍ବର ମାସରେ ୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ଦାମକୁ ହ୍ରାସ କରାଇ ଦେଇଛି। ଏହି ନିଷ୍ପତ୍ତି ପରେ ମୁମ୍ବାଇ,…

ରନ୍ଧନ ଗ୍ୟାସ୍‌ ସିଲିଣ୍ଡରକୁ ନେଇ ଆସିଲା ନୂଆ ନିୟମ, ଓଟିପି ନଥିଲେ ମିଳିବନି ଇନ୍ଧନ

ଏବେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡରକୁ ନେଇ ଆସିଲା ନୂଆ ନିୟମ। ଏବେ ଓଟିପି ନଥିଲେ ମିଳିବନି ଇନ୍ଧନ। ଗ୍ୟାସ ସିଲିଣ୍ଡର ପାଇଁ ଏଣିକି ବାଧ୍ୟତାମୂଳକ ହେଲା ଓଟିପି। ଗ୍ୟାସ ସିଲିଣ୍ଡର ଡେଲିଭରୀରେ ହେଉଥିବା ଠକାମୀ ଉପରେ ପ୍ରତିବନ୍ଧ ଲଗାଇବାକୁ ଗ୍ୟାସ ସିଲିଣ୍ଡରକୁ ନେଇ ଆସିଛି ନୂଆ ନିୟମ। ଏହି ନିୟମ…