Browsing Tag

LPG gas cylinder

ମାସ ଆରମ୍ଭରୁ ଖାଉଟିଙ୍କୁ ଆଶ୍ୱସ୍ତି : ୧୦୦ ଟଙ୍କା ଯାଏଁ ଶସ୍ତା ହେଲା ଏଲପିଜି ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ…

ନୂଆଦିଲ୍ଲୀ : ଦେଶରେ ମୁଦ୍ରାସ୍ଫୀତି ସମୟରେ ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ରାହକଙ୍କୁ ମିଳିଛି ଏକ ବଡ଼ ଆଶ୍ଵସ୍ତି । ଆଜିଠୁ ଗ୍ୟାସ୍ ସିଲିଣ୍ଡରର ଦାମ୍ ହ୍ରାସ ପାଇଛି । ଏଲପିଜି ସିଲିଣ୍ଡରର ଦାମ୍ ୧୦୦ ଟଙ୍କା ଯାଏଁ କମିଛି । ତେବେ କେବେଳ ବାଣିଜ୍ୟିକ ସିଲିଣ୍ଡରର ଦାମ୍ ହ୍ରାସ ହୋଇଛି । କିନ୍ତୁ…

୫୦ଟଙ୍କା ଶସ୍ତା ହେଲା ଏଲପିଜି ଗ୍ୟାସ ସିଲିଣ୍ଡର, ଏହି ଉପାୟରେ କରନ୍ତୁ ବୁକିଂ

କରୋନା ମହାମାରୀରେ ମହଙ୍ଗା ମାଡରେ ଲୋକ ଘାଇଲା ହେଉଛନ୍ତି। ଏହାରି ମଧ୍ୟରେ ସବୁ ଜିନିଷର ଦରଦାମ ମଧ୍ୟ ବଢ଼ିଚାଲିଛି। ପରିବା ଠୁ ଆରମ୍ଭ କରି ରୋଷେଇ ଗ୍ୟାସ ସିଲିଣ୍ଡର ଦର ଆକାଶ ଛୁଆଁ ହେଲାଣି। ତେଣୁ ମଧ୍ୟବିତ୍ତ ତଥା ଗରିବ ଶ୍ରେଣୀର ଲୋକ ଏଥିପାଇଁ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। କିନ୍ତୁ…

ଏବେ କେବଳ ଆଧାର କାର୍ଡ ଦେଖାଇ କରିପାରିବେ ଏଲପିଜି ଗ୍ୟାସ୍ କନେକସନ୍

ଯଦି ଆପଣ LPG ଗ୍ୟାସ୍ କନେକସନ୍ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ। ହଁ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ର (IOCL) ଗ୍ୟାସ୍ କମ୍ପାନୀ ଇଣ୍ଡେନ ଗ୍ରାହକଙ୍କ ପାଇଁ ଏକ ବଡ଼ ସୁବିଧା ଘୋଷଣା କରିଛି । ବର୍ତ୍ତମାନ କୌଣସି ବି ଗ୍ରାହକ କେବଳ ଆଧାର କାର୍ଡ ଦେଖାଇ…

ମାସର ପ୍ରଥମ ଦିନରୁ ସାଧାରଣ ଜନତାଙ୍କୁ ବଡ ଝଟକା, ୨୫ ଟଙ୍କା ବଢିଲା LPG ସିଲିଣ୍ଡର ଦାମ୍

ଆଜି ମାସ ଆରମ୍ଭରୁ ସାଧାରଣ ଜନତାଙ୍କୁ ଲାଗିଛି ବଡ ଝଟକା। ବିନା ସବସିଡିଯୁକ୍ତ ଘରୋଇ ଏଲପିଜି ସିଲିଣ୍ଡର ଦାମ୍ ୨୫ ଟଙ୍କା ବଢିଛି। ସେହିପରି ୧୯ କିଗ୍ରା କର୍ମସିଆଲ ଗ୍ଯାସ ସିଲିଣ୍ଡର ଦାମ୍ ୭୫ ଟଙ୍କା ବଢିଛି। ଆଜି ଠାରୁ ୧୪.୨ କିଲୋଗ୍ରାମର ଅଣ ସବସିଡିଯୁକ୍ତ ଏଲପିଜି ରୋଷେଇ ଗ୍ୟାସ ସିଲିଣ୍ଡର…

ଏଣିକି ବିନା Address Proofରେ କିଣିପାରିବେ ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କିପରି ?

ଏଲପିିଜି ଗ୍ୟାସ୍ ସିଲିଣ୍ଡର ନେବା ପାଇଁ ପ୍ଲାନ କରୁଥିବା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଏଣିକି ଯଦି ଆପଣଙ୍କ ପାଖରେ ଠିକଣାର ପ୍ରମାଣପତ୍ର ନଥିବ, ତେବେ ବି ଆପଣ ସିଲିଣ୍ଡର କିଣି ପାରିବେ । ସରକାରୀ ଇଣ୍ଡିଆନ୍ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ବା ଆଇଓସିଏଲ ସାଧାରଣ ଲୋକଙ୍କ…

LPG ସିଲିଣ୍ଡର ବୁକ୍ କଲେ ମିଳିବ ୯୦୦ ଟଙ୍କା କ୍ୟାସବ୍ୟାକ, ଜାଣନ୍ତୁ କେମିତି?

LPG ସିଲିଣ୍ଡର ବୁକିଂ କଲେ ମିଳୁଛି ସାନଦାର ଅଫର। Paytm ଗ୍ରାହକଙ୍କ ପାଇଁ ଏଭଳି ଅଫର ଜାରି ରଖିଥାଏ। ଯେଉଁମାନେ Paytm ମାଧ୍ୟମରେ LPG ସିଲିଣ୍ଡର ବୁକ୍ କରନ୍ତି ସେମାନଙ୍କ ପାଇଁ ଏକ ଜବରଦସ୍ତ ଅଫର ଅଛି। ଗ୍ରାହକମାନେ ବର୍ତ୍ତମାନ IVR, ମିସ୍ କଲ୍ କିମ୍ବା ହ୍ୱାଟସଆପ୍ ମାଧ୍ୟମରେ ବୁକିଂ…