Browsing Tag

LPG price cut by Rs. 6.52 per cylinder

କମିଲା ରନ୍ଧନ ଗ୍ୟାସ୍‌ ଦର, କେତେ ହେଲା ଜାଣନ୍ତୁ

ନୂଆଦିଲ୍ଲୀ : କମିଲା ରନ୍ଧନ ଗ୍ୟାସ୍‌ ଦର । ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୬.୫୨ ପଇସା କମିଛି । ସବସିଡି ଗ୍ୟାସ ସିଲିଣ୍ଡର ଦାମ୍‌ ଦିଲ୍ଲୀରେ ଏବେ ୫୦୦ ଟଙ୍କା ୯୦ ପଇସାରେ ମିଳିବ । ପୂର୍ବରୁ ମୂଲ୍ୟ ଥିଲା ୫୦୭ ଟଙ୍କା ୪୨ ପଇସା । ନୂଆ ଦର ଆଜି ମଧ୍ୟରାତ୍ରିରୁ ଲାଗୁ ହେବ । ଅନ୍ତର୍ଜାତୀୟ…