ନୂଆବର୍ଷରେ ଖାଉଟିଙ୍କୁ ମୋଦି ସରକାରଙ୍କ ଉପହାର , କମିଲା ଗ୍ୟାସ୍ ସିଲିଣ୍ଡର ଦର
ଦିଲ୍ଲୀ(କେନ୍ୟୁଜ୍) : ନୂଆବର୍ଷରେ ଖାଉଟିଙ୍କୁ ମୋଦି ସରକାରଙ୍କ ଉପହାର । କମିଲା ଗ୍ୟାସ୍ ସିଲିଣ୍ଡର ଦାମ୍ । ସବସିଡି ଗ୍ୟାସ୍ ସିଲିଣ୍ଡର ୫ ଟଙ୍କା ୯୧ ପଇସା ହ୍ରାସ ପାଇଥିବା ବେଳେ ଅଣ-ସବସିଡି ଗ୍ୟାସ୍ ସିଲିଣ୍ଡର ଦାମ ୧୨୦ ଟଙ୍କା ୫୦ ପଇସା ଶସ୍ତା ହୋଇଛି । ମଧ୍ୟରାତ୍ରିରୁ ଲାଗୁ ହୋଇଛି…