ଆପଣଙ୍କ ଖାତାକୁ ଆସୁଛି ତ ଏଲପିଜି ସବସିଡି, ଘରେ ବସି ଏପରି ସହଜରେ କରନ୍ତୁ ପତ୍ତା
ପେଟ୍ରୋଲ-ଡିଜେଲ ଏବଂ ଏଲପିଜିର ବର୍ଦ୍ଧିତ ଦାମ୍ ଉପରେ ସାମାନ୍ୟ ଆସ୍ୱସ୍ତି ଦେଇଛନ୍ତି ସରକାର। ସରକାର ନିକଟରେ ଏଲପିଜି ଗ୍ୟାସ୍ ସିଲିଣ୍ଡର, ପେଟ୍ରୋଲ ଏବଂ ଡିଜେଲର ଦାମକୁ ହ୍ରାସ କରିଛନ୍ତି। ସରକାର ପେଟ୍ରୋଲ-ଡିଜେଲ ଉପରେ ଏକସାଇଜ୍ ଡ୍ୟୁଟି କମ୍ କରିବା ସହିତ ଏଲପିଜି ଉପରେ ୨୦୦ ଟଙ୍କା…