Browsing Tag

LPL

କିଏ ହାତେଇବ IPL ଫାଇନାଲ ଟିକେଟ୍‌ ? କ୍ୱାଲିଫାୟର ୨ରେ ମୁହାଁମୁହିଁ ହେବେ ମୁମ୍ବାଇ-ଗୁଜରାଟ

(କେନ୍ୟୁଜ ): କିଏ ହାତେଇବ IPL ଫାଇନାଲ ଟିକେଟ୍‌ ? ପୂର୍ବଥରର ଚାମ୍ପିଅନ ଗୁଜରାଟ ଟାଇଟନ୍ସ ନା ପାଞ୍ଚ ଥର ଆଇପିଏଲ ଟ୍ରଫି ହାତେଇଥିବା ମୁମ୍ବାଇ ଇଣ୍ଡିଆନ୍ସ । ଆଜି ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କ୍ୱାଲିଫାୟର ୨ ମୁକାବିଲା ଖେଳାଯିବ । କ୍ୱାଲିଫାୟର ୧ରେ ଚେନ୍ନାଇ ଠାରୁ ପରାଜିତ…