କେନ୍ଦୁଝର: ଜଙ୍ଗଲ ନିଆଁରେ ଜଳିଗଲା L&T କମ୍ପାନୀର ଅସ୍ଥାୟୀ କ୍ୟାମ୍ପ
କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ଖୁଣ୍ଟାପଡା ନିକଟ ପାଞ୍ଚଗଛିଆ ଜଙ୍ଗଲରେ ସନ୍ଧ୍ୟା ସମୟରେ ନିଆଁ ଲାଗିଥିଲା । ନିଆଁର ମାତ୍ର ଏତେ ଥିଲା ଯେ ଆୟତ୍ତ ବାହାରେ ହୋଇଯାଇଥିଲା । ଶେଷରେ ଏହି ନିଆଁ ଉଗ୍ର ରୂପ ଧାରଣ କରିବା ସହ L&T କମ୍ପାନୀର ଅସ୍ଥାୟୀ…