ହଲିଉଡ ୱେବ ସିରିଜରେ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି ଶେହନାଜ ଗିଲ୍, ‘ଲୁସିଫର’ର ପୋଷ୍ଟର ସେୟାର କଲେ ଶେହନାଜ
ବିଗ୍ ବସ୍ ୧୩ ଫେମ୍ ଶେହନାଜ ଗିଲ୍ ସିଦ୍ଧାର୍ଥ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ। କିନ୍ତୁ ଏବେ ଧିରେ ଧିରେ ନିଜକୁ ସମ୍ଭାଳୁଛନ୍ତି। ନିକଟରେ ଶେହନାଜ ଅଫିସିଆଲ ଇନଷ୍ଟାଗ୍ରାମରେ ହଲିଉଡ େଓ୍ଵବ ଶୋ ‘ଲୁସିଫର’ର ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟରରେ ଶେହନାଜ ସହିତ ଲିଡ୍ ଆକ୍ଟର ଟମ୍ ଏଲିସ…