ଲକ୍ଷ୍ନୌ କୋର୍ଟ ପରିସରରେ ବୋମା ବିସ୍ଫୋରଣ, ଦୁଇ ଓକିଲ ଆହତ
ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଆଜି ସକାଳେ ବୋମା ବିସ୍ଫୋରଣରେ ଥରି ଉଠିଛି। ଏହି ବିସ୍ଫୋରଣ କୋର୍ଟ ମଧ୍ୟରେ ହୋଇଛି। ଲକ୍ଷ୍ନୌ ସ୍ଥିତ ବଜୀରଙ୍ଗଜ କୋର୍ଟରେ ହୋଇଥିବା ଏହି ବିସ୍ଫୋରଣରେ ୨ ଜଣ ଓକିଲ ଆହତ ହୋଇଛନ୍ତି। ଲକ୍ଷ୍ନୌ ବାର୍ ଆସୋସିଏସନର ପଦାଧିକାରୀଙ୍କ ଉପରେ ଏହି ଆକ୍ରମଣ…