Browsing Tag

ludhiana jail

ଲୁଧିଆନା ଜେଲ ପାଲଟିଥିଲା ରଣକ୍ଷେତ୍ର, ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଗୁରୁତର

ପଂଜାବର ଲୁଧିଆନ ସେଣ୍ଟ୍ରାଲ ଜେଲରେ ଆଜି ତୁମୁଳ ହିଂସାକାଣ୍ଡ ଘଟିଛି। ଜଣେ ଜେଲ ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ଲୁଧିଆନା ଜେଲରେ ଆଜି ଦୁଇ ତିନି ଘଣ୍ଟା ଧରି ଜେଲ କର୍ତ୍ତୃପକ୍ଷ ଓ ଜେଲ ଅନ୍ତେବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଡ୍ରଗ କାରବାରରେ ସଂପୃକ୍ତ ସିନି ସୁଦ୍ ନାମକ ଜଣେ କଏଦୀଙ୍କୁ…