Browsing Tag

ludhiana

ତେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ଗାଡ଼ି ସହ ହୁ ହୁ ଜଳିଲା ଫ୍ଲାଏଓଭର୍‌

ପଞ୍ଜାବର ଲୁଧିଆନାରେ ଏକ ତେଲ ଟ୍ୟାଙ୍କରରେ ଭୀଷଣ ନିଆଁ ଲାଗିଛି। ଟ୍ୟାଙ୍କରଟି ଫ୍ଲାଏଓଭରରେ ଯାଉଥିବା ବେଳେ ହଠାତ୍‌ ଡିଭାଇଡରରେ ପିଟି ହୋଇଯାଇଥିଲା, ଫଳରେ ସେଥିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ବଡ଼ ବଡ଼ ନିଆଁ ହୁଳା ଆକାଶକୁ ଉଠୁଥିବାର ଦେଖିବାକୁ ମିଳିଥିଲା। ଏହି…

ଲୁଧିଆନାରେ ଭୁଶୁଡ଼ିଲା ସ୍କୁଲ କୋଠରୀର ଲିଣ୍ଟର, ଭଗ୍ନାବଶେଷ ତଳେ ଦବିଗଲେ ୪ ଶିକ୍ଷକ; ଜଣଙ୍କ ମୃତ୍ୟୁ

ପଞ୍ଜାବର ଲୁଧିଆନାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ସରକାରୀ ସ୍କୁଲରେ ଲିଣ୍ଟର ଭୁଶୁଡ଼ି ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ବସି ଲଞ୍ଚ୍‌ କରୁଥିବା ବେଳେ କୋଠରୀର ଲିଣ୍ଟର ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହା ତଳେ ୪…

ସ୍ତ୍ରୀର ଶବ ସହ ୫୦୦ କିଲୋମିଟର ଯାତ୍ରା! ଟ୍ରେନ୍‌ରେ ଶୋଇଥିବା ଅବସ୍ଥାରେ ହିଁ ଉଡ଼ିଗଲା ପ୍ରାଣବାୟୁ, ଜାଣିପାରିଲାନି…

ଲୁଧିୟାନା ରେଲେଓ୍ଵ ଷ୍ଟେସନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ। ଶବ ସହ ୫୦୦ କିଲୋମିଟର ଯାତ୍ରା କରିଛନ୍ତି ଜଣେ ବ୍ୟକ୍ତି, ଆଉ ତାହା ବି ତାଙ୍କ ଅଜାଣତରେ। ଆସନ୍ତୁ ଜାଣିବା ପୂରା ଘଟଣା କ’ଣ ରହିଛି। ଖବରରୁ ଜଣାପଡ଼ିଛି ଯେ ଲୁଧିୟାନା…

ଛୋଟ ହେଲେ ବି କାମ ବଡ, ଆଖିରେ ପଟି ବାନ୍ଧି ୧୬ କି.ମି ସ୍କେଟିଂ କଲେ ୬ ବର୍ଷର ବାଳକ

ଲୁଧିଆନା ଜିଲ୍ଲାରେ ଏକ ୬ ବର୍ଷର ବାଳକ ପ୍ରଣବ ଏମିତି କିଛି କାମ କରି ଦେଖାଇଛନ୍ତି, ଯାହାକୁ ଦେଖି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ପ୍ରଣବ ଆଖିରେ ପଟି ବାନ୍ଧି ୧ ଘଣ୍ଟା ୧୬ ମିନିଟ୍‌ ରେ ୧୬ କି.ମି  ସ୍କେଟିଂ କରି ଗିନିଜ୍‌ ଓ୍ଵାର୍ଲ୍ଡ ରେକଡରେ ନାଁ ହାସଲ କରିବା ପାଇଁ ପ୍ରୟାସ…

ବୃଦ୍ଧାଙ୍କୁ ଧକ୍କା ଦେଲା କାର, ମାନବିକତା ଦେଖେଇବା ବଦଳରେ ଖସି ପଳେଇବାକୁ କଲେ ଉଦ୍ୟମ

ଲୁଧିଆନା ସହରର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସ୍ୱାର୍ଥ ପାଇଁ ଲୋକେ କିପରି ନିଜ ମାନସିକତାକୁ ହରାଇ ବସନ୍ତି ଏଘଟଣା ସମ୍ପର୍କରେ ଜାଣିଲେ ଯେକେହି ତାହା ବୁଝି ପାରିବ । ଲୁଧିଆନାର ରାଜଗୁରୁ ଅଞ୍ଚଳରେ ଏକ ବୟସ୍କା ମହିଳା ନିଜ ଘର ସାମ୍ନାରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ହଟାତ…

କାମନା ଚରିତାର୍ଥ ନ ହେବାରୁ ମହିଳାଙ୍କୁ ହତ୍ୟା କଲା ସଇତାନ୍‌, ପୁଅ ଆଗରେ ଘଟିଲା ସବୁ

କାମନା ଚରିତାର୍ଥ ନ ହେବାରୁ କାମ ପିପାସୁ ଜଣେ ମହିଳାଙ୍କୁ ହତ୍ୟା କରିଛି। ଆଉ ହତ୍ୟା ବେଳର ସମ୍ପୂର୍ଣ୍ଣ ଦୃଶ୍ୟକୁ ମହିଳାଙ୍କ ଛୁଆ ନିଜ ଆଖିରେ ଦେଖିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଲୁଧିଆନାର ଗୁରମେଲ ନଗରରେ। ଗୁରମେଲ ନଗରର ପ୍ରତିମା ସୁଇସାଇଡ୍‌ ମାମଲାର ପର୍ଦ୍ଦାଫାସ ହେବା ପରେ ଏହି…