ସଲମାନଙ୍କ ଛାଇରୁ ବାହାରିଲେ ହିଁ ନିଜର ପରିଚୟ ମିଳିପାରିବ : ଲୁଲିଆ
ଭାଇଜାନ ସଲମାନ ଖାନଙ୍କ ସହ ଯିଏ ବି କ୍ୟାମେରା ସାମନାକୁ ଆସିଲା, ସେ ହୋଇଗଲା ରାତାରାତି ହାଇଲାଇଟ । ଆଉ ଯଦି କେଉଁ ଆକ୍ଟ୍ରେସ ଅବା ମଡେଲ ତେବେ ତ ଚର୍ଚ୍ଚା ଥମେ ନାହିଁ । ଏହାରି ଭିତରେ ସୁପରଷ୍ଟାର ସଲମାନଙ୍କ ସହ ବହୁ ଅଭିନେତ୍ରୀଙ୍କ ନାଁ ଯୋଡାଯାଇଚି । ଏମିତିକି ଅନେକ ସଲମାନଙ୍କ ହାତଧରି…