ହୋଲିରେ ପଡ଼ୁଛି ଚନ୍ଦ୍ର ଗ୍ରହଣ, ଗର୍ଭବତୀ ମହିଳାମାନେ ଭୁଲରେ କରନ୍ତୁ ନାହିଁ ଏହି କାମ
ହିନ୍ଦୁ ଧର୍ମରେ ଚନ୍ଦ୍ରଗ୍ରହଣ ଏବଂ ସୂର୍ଯ୍ୟ ଗ୍ରହଣର ବିଶେଷ ମହତ୍ତ୍ୱ ରହିଛି । ଏଥର ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହୋଲିରେ ପଡ଼ୁଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ନିଷେଧ । ଚନ୍ଦ୍ରଗ୍ରହଣ ସମୟରେ ପରିବେଶରେ ନକାରାତ୍ମକ ଶକ୍ତିର ପ୍ରଭାବ…