Browsing Tag

lunar eclipse

କାଲି ପଡ଼ୁଛି ବର୍ଷର ଶେଷ ଚନ୍ଦ୍ର ଗ୍ରହଣ: ଏସବୁ ରାଶି ଉପରେ ପଡ଼ୁଛି କୁ-ପ୍ରଭାବ, ଜଗି ରଖି ଚଳନ୍ତୁ

ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଆସନ୍ତାକାଲି ଅର୍ଥାତ୍‌ ନଭେମ୍ବର ୧୯ ତାରିଖ, ଶୁକ୍ରବାର ପଡ଼ୁଛି। ଚଳିତଥର ଚନ୍ଦ୍ର ଗ୍ରହଣ କାର୍ତ୍ତିକ ଶୁକ୍ଳ ପୂର୍ଣ୍ଣିମା ଦିନ ଲାଗୁଛି। ଏହା ଆଂଶିକ ଚନ୍ଦ୍ର ଗ୍ରହଣ। ଭାରତର ପୂର୍ବ ଭାଗରେ ଏହା ଆଂଶିକ ନଜର ଆସିବ। ଏହି କାରଣରୁ ଦେଶରେ ଏହା ପାଳନୀୟ ନୁହେଁ। କିନ୍ତୁ…

ଏହି ଦିନ ଲାଗିବ ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ର ଗ୍ରହଣ, ବୃଷ ରାଶି ଉପରେ ରହିବ ସବୁଠାରୁ ଅଧିକ ପ୍ରଭାବ

ବର୍ଷ ୨୦୨୧ରେ ମୋଟ ୪ଟି ଗ୍ରହଣ ଓ ପରାଗ ଲାଗିବାର ଅଛି, ଏଥିରୁ ୨ଟି ଲାଗି ସାରିଥିବା ବେଳେ ବାକି ୨ଟି ଅଛି। ଅର୍ଥାତ୍‌ ଚଳିତ ବର୍ଷ ଗୋଟିଏ ସୂର୍ଯ୍ୟ ପରାଗ ଓ ଗୋଟିଏ ଚନ୍ଦ୍ର ଗ୍ରହଣ ଲାଗି ସାରିଛି। ମେ’ ୨୬ ତାରିଖ ବୁଧବାର ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଲାଗିଥିଲା ଏବଂ ଆସନ୍ତା ୧୯ ନଭେମ୍ବର…

ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଏହି ଗ୍ରହଣ ବିଷୟରେ କେତେକ ଗୁରୁତ୍ୱପୂର୍ଣ୍ଣ କଥା

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୩୦ ନଭେମ୍ବର ଅର୍ଥାତ୍‌ ଆଜି ଲାଗିବ। ଏହା ଏକ ପେନୁବ୍ରଲ (Penumbral) ଗ୍ରହଣ ହେବ। ଏଥିରେ ସୂର୍ଯ୍ୟଙ୍କ ଠାରୁ ଚନ୍ଦ୍ରଙ୍କୁ ସିଧା ପଡ଼ୁଥିବା ଆଲୋକର କିଛି ଅଂଶକୁ ପୃଥିବୀର ବାହାର ଛାଇ ରୋକିବ। ଏ ଅବସରରେ ୮୨ ପ୍ରତିଶତ ଅଂଶରେ ପୃଥିବୀର ଛାଇ ସୂର୍ଯ୍ୟଙ୍କ କିରଣକୁ…

ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଭାରତର କେଉଁ କେଉଁ ସ୍ଥାନରେ ହେବ ଦୃଶ୍ୟମାନ

କେନ୍ଯୁଜ୍: ଆଜି ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି ସଂଗଠିତ ହେବ । ଦିନ ଗୋଟାଏ ୪ ମିନିଟରୁ ୫ଟା ୨୫ ମିନିଟ ପର୍ଯ୍ୟନ୍ତ ରହିବ । ଅପରାହ୍‌ଣ ୩ଟା ୧୩ ମିନିଟରେ ଏହା ଶୀର୍ଷରେ ରହିବ । ପୂର୍ବ ଗ୍ରହଣ ଠାରୁ ଆଜି ଗ୍ରହଣ ଅବଧି ଅଧିକ ରହିବ । ଭାରତର ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ…

ଏହି ଦିନ ପଡୁଛି ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ପୂର୍ଣ୍ଣଗ୍ରାସର ସମୟ

ଚଳିତ ବର୍ଷ ନଭେମ୍ବରରେ ଲାଗିବାକୁ ଯାଉଛି ଶେଷ ଚନ୍ଦ୍ର ଗ୍ରହଣ। ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଚଳିତ ମାସର ୩୦ ତାରିଖ ଅର୍ଥାତ ସୋମବାର ଦିନ ଲାଗିବ। ଚଳିତ ବର୍ଷ ୪ଟି ଚନ୍ଦ୍ର ଗ୍ରହଣ ଏବଂ ୨ଟି ସୂର୍ଯ୍ୟ ପରାଗ ରହିଛି। ଯାହା ମଧ୍ୟରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଚଳିତ ମାସରେ ପଡୁଥିବା ବେଳେ ଶେଷ…

ଲଗାତାର ତୃତୀୟ ବର୍ଷ ପାଇଁ ପୁଣି ଗୁରୁପୂର୍ଣ୍ଣିମାରେ ଲାଗୁଛି ଗ୍ରହଣ

ଆଷାଢ ମାସର ପୂର୍ଣ୍ଣିମା ତିଥିରେ ଅର୍ଥାତ ଗୁରୁ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ହେବ। ଆସନ୍ତା ୫ ଜୁଲାଇରେ ଗୁରୁପୂର୍ଣ୍ଣିମା ଏବଂ ଚନ୍ଦ୍ର ଗ୍ରହଣ ଏକାଠି ହେବ। ଏଭଳି ଘଟଣା ଲଗାତାର ତୃତୀୟ ଥର ପାଇଁ ହେବାକୁ ଯାଉଛି। ଦେଶରେ ଗୁରୁପୂର୍ଣ୍ଣିମା ପର୍ବ ଅତ୍ଯନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ…

ଆସନ୍ତା ୧୦ ଜାନୁଆରୀରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ

ଆସନ୍ତା ୧୦ ଜାନୁଆରୀରେ ୨୦୨୦ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଯାହା ରାତି ୧୦ଟା ୩୮ମିନିଟରେ ଆରମ୍ଭ ହୋଇ ରାତି ୨ଟା ୪୨ମିନିଟରେ ସରିବ । ୧୦ ଜାନୁଆାରୀରେ ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣକୁ ପାଖାପାଖି ଗ୍ରହଣ ବୋଲି ଧରାଯିବ ନାହିଁ । କାରଣ ଏହା ମଧ୍ଯମ ଚନ୍ଦ୍ର ଗ୍ରହଣ ହେବ।…

ଆଜି ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେଉଁ ରାଶି ପାଇଁ ରହିବ ଶୁଭ ଏବଂ କେଉଁ ସ୍ଥାନରେ ହେବ ଦୃଶ୍ୟମାନ

ଭୁବନେଶ୍ବର(କେନ୍ୟୁଜ୍) : ଆଜି ମଧ୍ୟରାତ୍ର ୧.୩୧ରୁ ୪ଟା ୩୧ ମଧ୍ୟରେ ଚନ୍ଦ୍ର ଗ୍ରହଣ ସମୟ ରହିବ । ଏହି ସମୟ କର୍କଟ, ସିଂହ, କନ୍ୟା, ତୁଳା, ବିଛା, କୁମ୍ଭ ରାଶି ପାଇଁ ଭଲ ରହିଛି । ଏହି ଚନ୍ଦ୍ରଗ୍ରହଣ ଭାରତ ସମେତ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ଆଦି ସ୍ଥାନରେ…

ଆସନ୍ତାକାଲି ଖଣ୍ଡଗ୍ରାସ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ, ରାତି ଗୋଟାଏ ୩୦ରେ ହେବ ଦୃଶ୍ୟମାନ

ଆସନ୍ତାକାଲି ଆଷାଢ଼ ପୂର୍ଣ୍ଣିମା । ଖଣ୍ଡଗ୍ରାସ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ । ଏଥିପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ହୋଇଛି । କାଲି ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ହେବ । ରାତି ଗୋଟାଏ ୩୦ ମିନିଟ ୫୨ ସେକେଣ୍ଡରୁ ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ…

ଆଜି ଶତାଦ୍ଦୀର ସବୁଠାରୁ ଦୀର୍ଘତମ ଚନ୍ଦ୍ରଗ୍ରହଣ : ଜାଣନ୍ତୁ କଣ କରିବେ କଣ କରିବେନି

ଆସନ୍ତାକାଲି ହେଉଛି ଚଳିତ ଶତାଦ୍ଦୀର ସବୁଠାରୁ ଦୀର୍ଘତମ ଚନ୍ଦ୍ର ଗ୍ରହଣ । ଏହି ଚନ୍ଦ୍ର ଗ୍ରହଣ ପାଖାପାଖି ୧ ଘଣ୍ଟା ୪୩ ମିନିଟ୍ ପର୍ୟ୍ୟନ୍ତ ରହିବ । ଏହି ଗ୍ରହଣ ପୂରା ଭାରତ ବର୍ଷରେ ଦେଖିବାକୁ ମିଳିବ ଏବଂ ଏହାକୁ ବିନା କିଛି ଉପକରଣରେ ଆରମରେ ଆପଣ ମାନେ ଦେଖି ପାରିବେ । ପୂର୍ଣ୍ଣଚନ୍ଦ୍ର…

ଜାଣନ୍ତୁ ଆସନ୍ତାକାଲି ଗ୍ରହଣ ସମୟରେ କାହିଁକି ଲାଲ୍ ଦେଖାଯିବ ଚନ୍ଦ୍ର ?

ଆସନ୍ତାକାଲି ହେଉଛି ଚଳିତ ଶତାଦ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ର ଗ୍ରହଣ । ଏହି ଚନ୍ଦ୍ର ଗ୍ରହଣ ପାଖାପାଖି ୧ ଘଣ୍ଟା ୪୩ ମିନିଟ୍ ପର୍ୟ୍ୟନ୍ତ ରହିବ । ଏହି ଗ୍ରହଣ ପୂରା ଭାରତ ବର୍ଷରେ ଦେଖିବାକୁ ମିଳିବ ଏବଂ ଏହାକୁ ବିନା କିଛି ଉପକରଣରେ ଆରମରେ ଆପଣ ମାନେ ଦେଖି ପାରିବେ । ପୂର୍ଣ୍ଣଚନ୍ଦ୍ର ଗ୍ରହଣ…