Browsing Tag

lunched

Google ଲଞ୍ଚ କଲା ଶସ୍ତା ସ୍ମାର୍ଟଫୋନ Pixel 4a, ଜାଣନ୍ତୁ କ’ଣ ରହିଛି ଫିଚର୍ସ ଓ ଦାମ୍‌

Google ର ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ Pixel 4a ଲଞ୍ଚ ହୋଇଛି। ଏହି ଫୋନକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଚାଲିଥିଲା। ଏହି ଫୋନରେ ପାଞ୍ଚ ହୋଲ୍‌ ଡିସପ୍ଲେ ସହିତ ଫିଙ୍ଗରପ୍ରିଣ୍ଟ ସେନସର ରହିଛି। ଏହାଛଡା ୧୨ ମେଗାପିକ୍ସେଲ ସିଙ୍ଗଲ କ୍ୟାମେରା ମଧ୍ୟ ରହିଛି। ଏହି ଫୋନର ୬ ଜିବି ରାମ ଏବଂ…

ଲଞ୍ଚ ହେଲା Realme C11 ବଜେଟ ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଦାମ ଏବଂ ଫିଚର୍ସ

ରିଅଲ ମି କମ୍ପାନୀ ପକ୍ଷରୁ ଲାଟେଷ୍ଟ ସ୍ମାର୍ଟଫୋନ Realme C11 କୁ ଲଞ୍ଚ କରିଛି। ଏହା ରିଅଲ ମି କମ୍ପାନୀର ସି ସିରିଜର ଲାଟେଷ୍ଟ ସ୍ମାର୍ଟଫୋନ। ତେବେ କ’ଣ ରହିଛି ଏହାର ଦାମ ଏବଂ ଫିଚର୍ସ, ସ୍ପେସିଫିକେସନ ଆସନ୍ତୁ ଜାଣିବା.. ସ୍ପେସିଫିକେସନ : ଏହି ଫୋନ ଆଣ୍ଡ୍ରଏଡ ୧୦ ଉପରେ ଆଧାରିତ । ଡୁଆଲ…

ସାମସଙ୍ଗ ଲଞ୍ଚ କଲା ପ୍ରଥମ ଆଉଟଡୋର 4K ଟିଭି, ଏବେ ଖରା ହେଉ କି ବର୍ଷା ଘର ବାହାରେ ଦେଖିପାରିବେ ଟିଭି

ସାମସଙ୍ଗ ଦୁନିଆର ପ୍ରଥମ ଆଉଟଡୋର 4K ଟିଭି ଲଞ୍ଚ କରିଛି। ଯାହାର ନାମ ଟେରେସ ରହିଛି। ଏହି ଟିଭିର ଖାସିୟତ ହେଉଛି କି, ଏହାକୁ ଆପଣ ଘର ବାହାରେ ଅର୍ଥାତ୍‌ ପାର୍କରେ ମଧ୍ୟ ଇନଷ୍ଟଲ କରିପାରିବେ। ଏହି ଟିଭିକୁ ଆଇପି ୫୫ ରେଟିଂ ମିଳିଛି। ଏଥିପାଇଁ ଏହା ଉପରେ କୌଣସି ଧୂଳି ହେଉ ଅବା ବର୍ଷା କାହାର…

ଗୁରୁ ନାନକଙ୍କ ୫୫୦ ତମ ଜନ୍ମଦିନ ଅବସରରେ କଏନ ଲଞ୍ଚ କଲା ପାକିସ୍ତାନ

ପାକିସ୍ତାନ ସରକାର ଗୁରୁ ନାନକଙ୍କ ୫୫୦ ତମ ଜନ୍ମ ଦିବସ ଅବସରରେ ଏକ ସ୍ମାରକୀ କଏନ ଜାରି କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଜରିଆରେ ଏହି ସିକ୍କାକୁ ଲୋକ ଲୋଚନଙ୍କୁ ଆଣିଛନ୍ତି । ଏହା ସହ ଇମ୍ରାନ ଏହା ମଧ୍ୟ କହିଛନ୍ତି କି ଗୁରୁ ନାନକଙ୍କ…