ଫୁସଫୁସ କ୍ୟାନସର ସବୁଠୁ ମାରାତ୍ମକ, ଜାଣନ୍ତୁ ଏହାର ଲକ୍ଷଣ ଓ କିପରି ଏହା ମାରାତ୍ମକ
ପ୍ରତି ବର୍ଷ ଫୁସଫୁସ କ୍ୟାନସରରେ ଅଗଣିତ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହାକୁ ସବୁଠୁ ଏକ ମାରାତ୍ମକ ରୋଗ ଭାବେ ମନାଯାଏ । ଏବେ ଏହି ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ଏହାର ଲକ୍ଷଣ ଓ ମାରାତ୍ମକତା ବିଷୟରେ ଜାଣିବା ନିହାତି ଜରୁରୀ । ଫଳରେ ସମୟ ଥାଇ ଏହାର ପ୍ରତିକାର କରିହେବ ।…