ଭାଲେଣ୍ଟାଇନ ଡେ’ରେ ଗାର୍ଲଫ୍ରେଣ୍ଡକୁ ୧୨୦୦ କୋଟି ଟଙ୍କାର ଉପହାର ଦେଲେ ଆମାଜନ ସିଇଓ
ପ୍ରେମଦିବସରେ ପ୍ରେମିକ ପ୍ରେମିକା ଉଭୟକୁ ବିଭିନ୍ନ ପ୍ରକାର ଉପହାର ହେଉଥିବା ଆପଣମାନେ ନିଶ୍ଚିତ ଜାଣିଥିବେ। କିଏ କାହାକୁ ଫୁଲଟିଏ ହେଉଥିବା ବେଳେ କିଏ ଚକୋଲେଟ୍ ତ ଆଉ କିଏ ଅନ୍ୟକିଛି। କିନ୍ତୁ କେହି କେବେ ଏହି ଉପହାରର ମୂଲ୍ୟ କେବେ କାହା ସହିତ ତୁଳନା କରେନାହିଁ। କିନ୍ତୁ ବିଶ୍ୱର ସବୁଠୁ…