ଲିଚୁକୋଳିରେ ବନାନ୍ତୁ ଫେସମାସ୍କ, ସ୍କିନ ବନିବ ଏକଦମ୍ ସଫ୍ଟ ଓ ଗ୍ଲୋଇଙ୍ଗ୍
ଲିଚୁକୋଳି ବା ଲିଚି ଏକ ବହୁତ ରସିଳିଆ ଫଳ । ଯେଉଁଥିରେ ପାଣିର ପରିମାଣ ବହୁତ ଅଧିକ ରହିଛି । ସେହିପରି ଲିଚୁକୋଳିରେ ଆଣ୍ଟିଅକ୍ସିଡେଣ୍ଟସ, ଆଣ୍ଟି ଇମ୍ଫଲାମେଟରୀ ଏବଂ ଆଣ୍ଟି ମାଇାକ୍ରାବିୟଲ ଏବଂ ଆଣ୍ଟି ଭାଇରାଲ ଗୁଣ ମହଜୁଦ ରହିଥାଏ । ଏଥିପାଇଁ ଲିଚୁକୋଳି ଆପଣଙ୍କ ସ୍କିନ ପାଇଁ ମଧ୍ୟ ବହୁତ ଭଲ ।…