Browsing Tag

m s dhoni

ବାୟୋପିକ୍‌ ମାଗଣା ନୁହେଁ : ଧୋନିଙ୍କ ଠାରୁ ସଞ୍ଜୟ ଦତ୍ତଙ୍କ ପର୍ଯ୍ୟନ୍ତ ନିଜ ବାୟୋପିକ୍ ପାଇଁ ନେଇଛନ୍ତି ମୋଟା ଅଙ୍କର…

ନିଜ ନିଜ ଫିଲ୍ମକୁ ହିଟ୍ କରିବା ପାଇଁ ଏବେ ଫିଲ୍ମ ନିର୍ମାତାମାନେ ବାୟୋପିକ୍ ତିଆରି କରିବା ଆରମ୍ଭ କରିଛନ୍ତି। ବଲିଉଡରେ ମଧ୍ୟ ବହୁ ବଡ଼ ବଡ଼ ହସ୍ତୀଙ୍କର ବାୟୋପିକ୍ ତିଆରି କରାଯାଇଛି। ଏଥିରେ କ୍ରିକେଟର ଧୋନି, ଧାବକ ମିଲଖା ସିଂହ, ବଲିଉଡ ଷ୍ଟାର ସଞ୍ଜୟ ଦତ୍ତ, ମେରି କମ୍ ପ୍ରମୁଖ ଅଛନ୍ତି।…

ଥରୁର-ଗମ୍ଭୀର କଥା କଟାକଟି ପରେ ନିଜେ ମୁହଁ ଖୋଲିଲେ ସଞ୍ଜୁ ସାମସନ, ସାକ୍ଷାତ୍କାରରେ ଧୋନିଙ୍କ ବିଷୟରେ କହିଲେ ଏମିତି…

ଚଳିତ ଥର ଆଇପିଏଲ ସିଜିନରେ ରାଜସ୍ଥାନ ରୟାଲ୍ସ ଟିମର ବ୍ୟାଟ୍ସମ୍ୟାନ ତଥା ବ୍ଵିକେଟ କିପର ସଞ୍ଜୁ ସାମସନଙ୍କୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ତାଙ୍କ ଚମତ୍କାର ବ୍ୟାଟିଂକୁ ଲକ୍ଷ କରି ଶଶୀ ଥରୁର ତାଙ୍କୁ ଆଗାମୀ ଦିନର ମହେନ୍ଦ୍ର ସିଂହ ଧୋନିର ଆଖ୍ୟା ଦେଇଥିବା ବେଳେ ଶଶୀଙ୍କ ଏହି ବକ୍ତବ୍ୟକୁ…

ଧୋନିଙ୍କ ଆଉ ଏକ ଭିଡିଓ ସେୟାର କଲା ଚେନ୍ନାଇ ସୁପରକିଙ୍ଗସ୍‌, ଫ୍ୟାନ୍‌ କହିଲେ ‘ଯେତେ ଭଲ ପାଇଲେ ବି କମ୍‌’

ଅନ୍ୟ ଆଇପିଏଲ୍‌ ଟିମ୍‌ ତୁଳନାରେ ଚେନ୍ନାଇ ସୁପର କିଙ୍ଗସ୍‌ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ରହିଥାଏ। ପ୍ରାୟତଃ ସୁପରକିଙ୍ଗସ୍‌ ତରଫରୁ ମହେନ୍ଦ୍ର ସିଂହ ଧୋନିଙ୍କ ସମେତ ଅନ୍ୟାନ୍ୟ ଖେଳାଳିଙ୍କ ବିଭିନ୍ନ ଫଟୋ ଓ ଭିଡିଓ ସେୟାର କରାଯାଏ। ଏହି ଭିଡିଓକୁ ଫ୍ୟାନ୍‌ମାନେ ମଧ୍ୟ ଖୁବ୍‌ ପସନ୍ଦ…

ଧୋନିଙ୍କ ମେକଅପ୍ ଆର୍ଟିଷ୍ଟ ସେୟାର କଲେ ଜିବାଙ୍କ ଭିଡିଓ, କହିଲେ ଏ ଝିଅ ମୋ ଚାକିରି ଖାଇବ

କରୋନା ଭାଇରସ ଯୋଗୁ ଏବେ ସାରା ଦେଶ ଘରେ ରହିଛି। ସଂକ୍ରମଣ ଭୟରେ କ୍ରିକେଟ ସମେତ ଅନ୍ୟ କ୍ରୀଡା ମଧ୍ୟ ବନ୍ଦ ରହିଛି। ଏଣୁ ଖେଳାଳିମାନେ ଏବେ ପରିବାର ସହ ସମୟ କାଟୁଛନ୍ତି। ଭାରତୀୟ କ୍ରିକେଟ ଟିମର କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଏବେ ପତ୍ନୀ ଓ ଝିଅ ସହ ସମୟ ଅତିବାହିତ କରୁଛନ୍ତି।…

କ୍ରିକେଟର ଧୋନୀଙ୍କ ଡ୍ୟାନ୍ସ ଟିଚର୍ ହେଲେ ଝିଅ ଜିଭା, ଏପରି ଶିଖାଇଲେ କି ଭାଇରାଲ ହୋଇଗଲା ଭିଡ଼ିଓ

ନୂଆଦିଲ୍ଲୀ : ବିଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ପ୍ରାୟ ଚର୍ଚ୍ଚାରେ ରହୁଛନ୍ତି ପୂର୍ବତନ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତେବେ ଏବେ ସେ ନିଜ ପାଇଁ ନୁହଁ ବରଂ ତାଙ୍କ ୩ବର୍ଷର ଗେହ୍ଲା ଝିଅ ଜିଭାଙ୍କ ପାଇଁ ଚର୍ଚ୍ଚାରେ। ଧୋନୀ ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଠ…

ମାହି କହିଲେ ୨୦୧୯ ବିଶ୍ୱକପ୍‌ ପରେ ଅବସର କଥା ଭାବିବି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇ ସାରିଛନ୍ତି । ହେଲେ ଦିନିକିଆ ଆନ୍ତର୍ଜାତିକ ଓ ଟି-ଟ୍ବେଣ୍ଟିରୁ କେବେ ଅବସର ନେବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ସବୁ କଳ୍ପନା ଜଳ୍ପନାକୁ ଖଣ୍ଡନ କରି ଧୋନି…