ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କରୋନା ପଜିଟିଭ୍, ସପ୍ତାହେ ପାଇଁ ନିଜକୁ କଲେ ଆଇସୋଲେଟ୍
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ କରୋନା। ଦେଶର ଉପରାଷ୍ଟ୍ରପତି କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି। କରୋନାର ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ନିଜକୁ ସପ୍ତାହେ ପାଇଁ ଆଇସୋଲେଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉପରାଷ୍ଟ୍ରପତି ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ସଂକ୍ରମିତ…