କଟକରେ ଆସନ୍ତା ୧୪ରେ ହେବ ମା’ଙ୍କ ଭସାଣ ଉତ୍ସବ, ୧୨୦ରୁ ଅଧିକ ମୂର୍ତ୍ତି ଦେବୀଗଡାରେ ହେବ ବିସର୍ଜନ
କଟକ : କଟକରେ ଆସନ୍ତା ୧୪ ତାରିଖରେ ଅନୁଷ୍ଠିତ ହେବ ମାଆଙ୍କ ଭସାଣ ଉତ୍ସବ । ସହରର ୧୭୦ ଟି ପୂଜା ମଣ୍ଡପ ଭିତରୁ ୧୨୦ରୁ ଅଧିକ ମୂର୍ତ୍ତି ପୁରୀଘାଟ ଦେବୀଗଡା ଠାରେ ବିସର୍ଜନ କରାଯିବ । ଦେବୀ ଗଡ଼ାରେ ଭସାଣି ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି କଟକ ମହାନଗର ନିଗମ ମେୟର, ସ୍ଥାନୀୟ କର୍ପୋରେଟର ତଥା…