Browsing Tag

maa basulhi

ବିନା ଭକ୍ତରେ କୋଭିଡ୍‌ କଟକଣା ଭିତରେ ପାଳନ ହେବ ମାଆ ବସୁଳୀଙ୍କ ଐତିହାସିକ ଯାତ୍ରା ଉଡା ପର୍ବ

ମୟୁରଭଞ୍ଜ : କୋଭିଡ୍‌ କଟକଣା ଭିତରେ ପାଳିତ ହେବ ମାଆ ବସୁଳୀ ପୀଠରେ ଉଡା ପର୍ବ। ବିନା ଭକ୍ତରେ ପାଳନ ହେବ ଐତିହାସିକ ଯାତ୍ରା । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାର ଅଧିଷ୍ଟାତ୍ରୀ ଦେବୀ ମାଆ ବସୁଳୀଙ୍କ ପ୍ରସିଦ୍ଧ ଉଡା ପର୍ବ ଏଥର କଟକଣାରେ ପାଳିତ ହେବ । ଯାତ୍ରା ସମୟରେ ୨୫ଜଣ ଭକ୍ତ ଉପସ୍ଥିତ…